Satya Prakash
Thoughts

ଅନୁଚିନ୍ତା

ଅନୁଚିନ୍ତା
—-by ସତ୍ୟ ପ୍ରକାଶ
ଈଶ୍ଵର କିଏ? ଈଶ୍ଵର ଅଛନ୍ତି ନା ନାହାଁନ୍ତି? ଯଦି ଅଛନ୍ତି କେଉଁଠି ଅଛନ୍ତି? କେମିତିକା ତାଙ୍କ ବାସ୍ତବ ରୂପ? ଏମିତିକା କିଛି ପ୍ରଶ୍ନ ଆପଣଙ୍କୁ କେବେ ଆନ୍ଦୋଳିତ କରିଛି କି ନାହିଁ? ଯଦି ହଁ ତେବେ ବଙ୍କା ତେଢା କରି ଉତ୍ତର ରଖିବାରେ ମାନେଟା କ’ଣ…? ମୁଁ କି ତେବେ ଧରି ନେବି ତୁମେ ବାହାସ୍ପୋଟ ମାରୁଛ। କ’ଣ ସତ କହିଲି ନା? ମୁଁ ତ କହୁ ନାହିଁ ମୁଁ ବୁଝିଛି ବୋଲି। ହଁ, ଏ କଥା ସତ – ମୁଁ ବୁଝିବାକୁ ଚେଷ୍ଟା କରୁଛି। ବୁଝିଗଲା ପରେ କହିଦେବି। ତେବେ ତୁମେ ଯଦି ସତରେ ବୁଝିଛ, ମୋତେ କହୁନ- ମୁଁ ବୁଝିଯାଆନ୍ତି । ତୁମେ କ’ଣ ଭାବୁଛ, ମୁଁ ନାସ୍ତିକ ନା ଧର୍ମଦ୍ରୋହୀ? ମୋଟେ ନୂହେଁ, ବରଂ ସବୁ ବୁଝିବାକୁ ମୋ ଭିତରେ ଅଦମ୍ଯ ପିପାସା।

Related posts

ଚିନ୍ତା ଚେତନା ଓ ଦ୍ଯୋତନା thoughts-1

satya

ଅନ୍ତରୀଣ ଭାବସତ୍ତା thoughts2

satya

ଏକପଦୀ ekapadi

satya

3 comments

oprol evorter 27th July 2019 at 7:44 am

You have observed very interesting points! ps decent site.

Reply
https://cbd-campus.com/ 22nd November 2019 at 7:46 am

You have noted very interesting details! ps nice web site. “Never take the advice of someone who has not had your kind of trouble.” by Sydney J. Harris.

Reply
look at this web-site 21st January 2020 at 1:32 am

Whats up this is kinda of off topic but I was wanting to know if blogs use WYSIWYG editors or if you have to manually code with HTML. I’m starting a blog soon but have no coding experience so I wanted to get guidance from someone with experience. Any help would be greatly appreciated!

Reply

Leave a Comment

Login

X

Register