Satya Prakash
  • Home
  • ଗଳ୍ପ
  • ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ
ଗଳ୍ପ

ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ

ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ?
—–by ସତ୍ୟ ପ୍ରକାଶ ସେଠୀ

——————++++————–
ଭାଗ୍ଯଧର ବାବୁ ପେଶାରେ ଜଣେ କିରାଣୀ। କିରାଣୀ ଜୀବନରେ ସ୍ଵଳ୍ପ ବେତନକୁ ପାଥେୟ କରି ସଂସାରଯାକର ଅସୁମାରି ସୁଖ କିଣିବା ପାଇଁ ସେ ବେଶ୍ କିଛି ପ୍ରଯତ୍ନଶୀଳ।ତିନି ଝିଅ ଦୁଇ ପୁଅ ନେଇ ଘର କରିଛନ୍ତି। କିରାଣୀ ଚାକିରିଟେ ପାଇ ସବୁ ଛୁଆ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ଓ ମଣିଷ ପରି ମଣିଷ କରି ଗଢ଼ି ତୋଳିବା କ’ଣ କମତି କାଠିକର ପାଠ? ତଥାପି ସମସ୍ତେ ପାଠସାଠ ଦୁଇ ଅକ୍ଷର ପଢିଛନ୍ତି। କେହି କେମିତି ବାହା ସାହା ହେଲେଣି। ଆହୁରି କେତେ ଜଣ ମଣିଷ ହେବାକୁ ବାକି। ବୁଢ଼ାକୁ ଏବେ ତେଷଠି ବର୍ଷ ଧରିଲା। ରିଟାର୍ଡ ହୋଇ ସାରିଲେଣି। ରିଟାର୍ଡ ପଇସାରେ ଗୋଟେ ଝିଅ ଓ ଗୋଟେ ପୁଅ ବାହାଘର କରିଛନ୍ତି।
ଘରକୁ ବୋହୂଟେ ଆସିଛି। ଯେ ନଣନ୍ଦ ଭାଉଜର ଗୋଟେ ମିନିଟ୍ ପଡ଼ତା ନାହିଁ। ସବୁ ବେଳେ ରାଗରୁଷା, ପାଟିତୁଣ୍ଡ ଚାଲିଛି। ବୋହୂ ପାଇଁ ଯେତିକି ସମସ୍ୟା ନାହିଁ ବୋହୂ ମାଆ ପାଇଁ ଅଧିକ ସମସ୍ୟା। ମଝିରେ ମଝିରେ ଝଡ଼ ତୋଫାନ ପରି ଘରକୁ ପଶି ଆସୁଛି। “ମୋ ଝିଅ ଏଟା କରେ ନାହିଁ, ସେଟା କରିବ ନାହିଁ “ର କାହାଣୀ ଶୁଣାଉଛି। ଆଜି ତା’ ବାପାକୁ ଦେଖିବାକୁ ଘରକୁ ଯିବ ସେ ଏଠି ଚଳି ପାରିବ ନାହିଁ, ଯଦି ତୁମ ଘରକୁ ଆସିବ ତେବେ ଅଲଗା ରହିବ, ସମସ୍ତଙ୍କ ସଙ୍ଗେ ସେ ଚଳି ପାରିବ ନାହିଁ, ଏତେ କାମ କିଏ କରିବ ଇତ୍ୟାଦି ନାନା କଥା ଓ ଯୁକ୍ତି ଉପହାର। ପୁଅର ଜାହାଜ ଚାକିରୀ ଯେତେବେଳେ ଘରେ ରହେ ଗୋଟେ ପ୍ରକାର। ଜାହାଜକୁ ଚାଲି ଗଲା ପରେ ବୋହୂ ମାଆର ନାଟକବାଜି ଆରମ୍ଭ ହୋଇଯାଏ। ମିଛି ମିଛିକା କଳି ଓ ବାପ ଘରକୁ ପଳାୟନ ଡ୍ରାମା। ସହିବେ ସହିବେ ବୋଲି କେତେ ସହିବେ ଭାଗ୍ଯଧର ବାବୁଙ୍କ ଭାଗ୍ୟଟା ଖରାପ। ଜୀବନଟା ସାରା ଦୁଃଖ କଷ୍ଟରେ କଟିଲାଣି।
ସେପଟେ ଝିଅଟାକୁ ଇଞ୍ଜିନିୟର ବୋଲି ଗୋଟେ ଭଲ ଟୋକା ଦେଖି ବାହା ଦେଇଥିଲେ ଯେ, ସେଇଟା ମଦ୍ୟପଟା। ମଦ ନିଶାରେ ବାଡ଼ାବାଡ଼ି କରୁଛି। ଓଲଟି ତା ବାପା ମାଆ, ଭାଇ ଭଉଣୀ ଟୋକାଟାକୁ ସମର୍ଥନ କରୁଛନ୍ତି। ଝିଅଟାକୁ ବାର କଥା କହୁଛନ୍ତି ନଗେଇ ଜୁଟେଇ କଳି ଭିଆଉଛନ୍ତି। ଝିଅଟାକୁ ଖଟେଇ ଖଟେଇ ମାରିଲେଣି। ତା ଶିରି କେହି ଦେଖି ପାରୁନାହାଁନ୍ତି। ଶାଶୁ ଘରେ ତା’ ସୁଖ ନାହିଁ। ଦିନେ ଘଟଣା ବହୁତ ବଡ଼ ହେବାରୁ ଆସି ବାପ ଘରେ ରହୁଛି। ଆଉ ନେବାକୁ ଟୋକାଟା ନାଁ ଧରୁ ନାହିଁ।
ଏଣିକି ଭାଗ୍ଯଧର ବାବୁଙ୍କ ବଳ ବୟସ ହଟିଲାଣି। ଆଗପରି ଆଉ ସବୁ କାମକୁ ସେ ଆଗଭର ହୋଇ ପାରୁ ନାହାଁନ୍ତି। ତା ସହିତ ଆହୁରି ପୁଣି ତେର ଝାମେଲା। ଘରେ ରୋଗୀଣା ସ୍ତ୍ରୀ। ଆହୁରି ଦୁଇଟା ଝିଅ ବାହା ହେବା ପାଇଁ ଅପେକ୍ଷମାଣ। ସେପଟେ ବିବାହ ବୟସଟା ଗଡି ଗଡି ଯାଉଛି। ମୁଣ୍ଡ ଉପରେ କେତେ ଚିନ୍ତା। ସାନ ପୁଅଟା ବି କୋଉ କୂଳ କିନାରାରେ ଲାଗି ନାହିଁ। ପେନ୍ସନ ଅଡୁଆଟା ତୁଟି ନାହିଁ। ଅଧା ଖଣ୍ଡିଆ ହୋଇ ସବୁ ରହିଛି। ବୁଢ଼ା ବୋକାଟା ପରି ଖାଲି ଭାବି ହେଉଛି। ବୁଦ୍ଧିବାଟ କିଛି ଦିଶୁ ନାହିଁ।

ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ? ଦୋଷଟା ଭାଗ୍ୟର ନା ସମୟର?? ବେଳ କାଳ ସତରେ କ’ଣ ନହେଲା ମ!!!

ଦୋ ଘାଇରେ ପଡ଼ି ହରଡ଼ ଘଣାରେ

ଆଜି ସେ ତ ଘାଣ୍ଟି ହେଲା

ଏ କୂଳ ଖାଇଲା ସେ କୂଳ ଖାଇଲା

କେଉଁ କୂଳ ବା ରହିଲା..

Related posts

ମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀ

satya

ବନ୍ଧୁର ବନ୍ଧୁତା ସତେକି ବନ୍ଧୁର

satya

ଆତ୍ମଗ୍ଳାନୀର ଶୀକାର

satya

19 comments

Alvera Tone 5th November 2018 at 5:26 am

Spot on with this write-up, I actually feel this site needs a lot more attention.
I?ll probably be back again to see more, thanks for
the advice! https://alveratonecream.net/

Reply
Alvera Tone 5th November 2018 at 5:26 am

Spot on with this write-up, I actually feel this site needs a
lot more attention. I?ll probably be back again to see more, thanks for
the advice! https://alveratonecream.net/

Reply
satya 18th November 2018 at 7:30 pm

Thanks for keeping opinion

Reply
Healthy King Cream Reviews 7th November 2018 at 8:10 am

I’m very happy to uncover this page. I want to to thank you for your time for this particularly wonderful read!!

I definitely enjoyed every little bit of it and i also have you bookmarked to see new
stuff in your blog. http://healthykingcream.org/

Reply
satya 18th November 2018 at 7:31 pm

Thanks for visiting and reading this blog

Reply
Healthy King Cream Reviews 7th November 2018 at 8:10 am

I’m very happy to uncover this page. I want to to thank you for your
time for this particularly wonderful read!!
I definitely enjoyed every little bit of it and i also
have you bookmarked to see new stuff in your blog. http://healthykingcream.org/

Reply
Elliesse Serum Reviews 8th November 2018 at 12:46 am

Magnificent goods from you, man. I’ve bear in mind your stuff prior to and you are simply too magnificent.
I really like what you’ve got here, certainly like what you’re
saying and the best way wherein you say it. You’re making it enjoyable
and you still take care of to keep it wise. I can not wait to read
far more from you. This is really a tremendous site. https://elliesseserum.com/

Reply
Elliesse Serum Reviews 8th November 2018 at 12:46 am

Magnificent goods from you, man. I’ve bear in mind your stuff prior
to and you are simply too magnificent. I really like what you’ve got here, certainly
like what you’re saying and the best way wherein you say it.

You’re making it enjoyable and you still take care of to keep it wise.

I can not wait to read far more from you. This
is really a tremendous site. https://elliesseserum.com/

Reply
Kristen 16th November 2018 at 1:54 am

There’s certainly a great deal to know about this issue.

I really like all the points you have made. I’ll immediately clutch your rss feed as I
can’t in finding your email subscription link or e-newsletter service.
Do you have any? Please let me know in order that I may
just subscribe. Thanks. It’s perfect time to make some plans for the future and it is time
to be happy. I’ve read this post and if I could I desire to suggest you few interesting things or tips.
Maybe you could write next articles referring to this article.
I wish to read more things about it! http://Www.cspan.net/

Reply
Patriot Health Alliance Reviews 16th November 2018 at 3:21 am

Thanks for all your efforts that you have put in this. Very interesting information. https://patriothealthalliances.com/

Reply
Patriot Health Alliance Reviews 16th November 2018 at 3:21 am

Thanks for all your efforts that you have put in this.
Very interesting information. https://patriothealthalliances.com/

Reply
satya 18th November 2018 at 7:33 pm

Welcome

Reply
Jason 17th November 2018 at 1:04 am

I visited multiple web sites except the audio feature for audio
songs current at this site is actually wonderful. I am sure this article has touched
all the internet people, its really really fastidious paragraph
on building up new web site. I have been surfing online more than 3 hours today,
yet I never found any interesting article like yours. It is pretty worth enough for me.
In my opinion, if all site owners and bloggers made good content as
you did, the web will be much more useful than ever before.
http://foxnews.co.uk

Reply
minecraft 26th March 2019 at 5:47 am

Hola! I’ve been following your site for a long
time now and finally got the courage to go ahead and give you a shout out from New Caney
Texas! Just wanted to mention keep up the good work!

Reply
tinyurl.com 27th April 2019 at 3:50 pm

Appreciation to my father who told me on the topic of this
website, this webpage is truly remarkable.

Reply
how to get help in windows 10 20th May 2019 at 4:07 pm

I take pleasure in, cause I found just what I was looking for.
You have ended my 4 day long hunt! God Bless you man. Have a nice day.
Bye

Reply
gamefly free trial 24th May 2019 at 6:31 am

I’d like to find out more? I’d want to find out some additional information.

Reply
http://tinyurl.com/ 21st November 2019 at 1:46 am

I read this post completely about the resemblance of
newest and previous technologies, it’s remarkable article.

Reply
tinyurl.com 21st November 2019 at 9:21 pm

I was more than happy to uncover this page.
I want to to thank you for ones time just for this wonderful read!!
I definitely enjoyed every bit of it and I have you book marked to check
out new stuff in your blog.

Reply

Leave a Comment

Login

X

Register