Satya Prakash
Uncategorised

ନାହିଁ ନାହିଁରେ ନାହିଁ କାର

କଣ୍ଟା ନାହିଁ କଷ୍ଟ ନାହିଁ 

କଷ୍ଟ ନାହିଁ ରିଷ୍ଟ ନାହିଁ

ରିଷ୍ଟ ନାହିଁ ଈଷ୍ଟ ନାହିଁ

ଈଷ୍ଟ ନାହିଁ କ୍ଲିଷ୍ଟ ନାହିଁ।।

ଭାଇ ନାହିଁ ବଳ ନାହିଁ

ବଳ ନାହିଁ କଳ ନାହିଁ

କଳ ନାହିଁ ଭଳ ନାହିଁ

ଭଳ ନାହିଁ ଫଳ ନାହିଁ।।

ଜ୍ଞାନ ନାହିଁ ବୁଦ୍ଧି ନାହିଁ

ବୁଦ୍ଧି ନାହିଁ କାମ ନାହିଁ

କାମ ନାହିଁ ଧନ ନାହିଁ

ଧନ ନାହିଁ ମନ ନାହିଁ।।।

ମନ ନାହିଁ ପଣ ନାହିଁ

ପଣ ନାହିଁ ଗଣ ନାହିଁ

ଗଣ ନାହିଁ ଜଣ ନାହିଁ

ଜଣ ନାହିଁ କେହି ନାହିଁ।।

ନାହିଁରେ ତ ନାହିଁକାର

ଜୀବନ ହେବ ନିଷ୍ଫଳ

ତେଣିକି ସବୁ ବେକାର

ଜୀବନ ହୁଏ ଅସାର ।।

 

 

 

Related posts

ଭୁଲ କି ଭୁଲ

satya

ଅନନ୍ତ ଚରଣ

satya

ମୁଖବନ୍ଧ

satya

Leave a Comment

Login

X

Register