Satya Prakash
Uncategorised

ହିନ୍ଦୀ ଦିବସ

ହିନ୍ଦୀ ଦିବସ-14.sept
By ସତ୍ୟ ପ୍ରକାଶ ସେଠୀ
ହିନ୍ଦୀ ଭାରତର ଲୋକ ପ୍ରିୟ ଭାଷା
କହନ୍ତି ଯେ ବଡ଼ କିଷା
ସମ୍ବିଧାନ ଦ୍ଵାରା ମାନ୍ୟତା ପାଇଣ
ହିନ୍ଦୀ ହେଲା ରାଷ୍ଟ୍ର ଭାଷା। ।
ଦେବନାଗରୀର ଲିପିରେ ଲିଖିତ
ସମୃଦ୍ଧ ତା’ର ସାହିତ୍ୟ
ଭାଷା ଜାତି ଧର୍ମ ଭିନ୍ନତା ଅନେକ
ହିନ୍ଦୀ ଏକତାର ଦଣ୍ଡ।।
ଭାଷାକୁ ଛାଡ଼ିଣ ଜାତି ଓ ଦେଶର
ବିକାଶ ସମ୍ଭବ କିବା
ଭାଷା ସିନା ଏକା ସଂଯୋଗର ସେତୁ
ସଂଯୋଗ ରେଖାଟି ଅବା।।

Related posts

ବର୍ଷା ଆହ୍ଵାନ

satya

ସହଯାତ୍ରୀ

satya

ସ୍ଵର୍ଗତଃ ଭୈରବ ଚନ୍ଦ୍ର

satya

Leave a Comment

Login

X

Register