Satya Prakash
Uncategorised

ୟାସ୍

ବିଶାରଦ ଅବା ମହା ପଣ୍ଡିତଙ୍କ
ଆକଳନ ଏ କି ଥିଲା
ଯାହା କହୁଥିଲେ ତାହା ହିଁ କି ଆଜି
ଦୃଶ୍ୟପଟ୍ଟେ ଦେଖାଗଲା।।
ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପ
ରୂପ ତା’ର ବିକଟାଳ
କେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବ
ସ୍ଥିତି ପରା ଟଳମଳ।।
By ସତ୍ୟ ପ୍ରକାଶ ସେଠୀ

Related posts

ଗୁରୁଜୀ

satya

ପାଇଚ୍ଛା

satya

ଉତ୍ସର୍ଗ

satya

Leave a Comment

Login

X

Register