Satya Prakash
  • Home
  • Monthly Archives: March 2019

Month : March 2019

କବିତା

ଉତ୍କଳ ଦିବସ

satya
ଉତ୍କଳ ଦିବସ —–by ସତ୍ୟ ପ୍ରକାଶ ସେଠୀ ଏପ୍ରିଲ୍ ପହିଲା ଓଡ଼ିଶା ପାଇଲା ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସେଦିନଟି ଥିଲା ଉଣେଇଶି ଶହ ଛତିଶ ମସିହା ପରା।। 1 ଭାଷା ଭିତ୍ତିକ ପ୍ରଦେଶ ଗଠନ
କବିତା

ପ୍ରେମ ପାଠ ଦୁଇଟି ଅକ୍ଷର

satya
ପ୍ରେମ ପାଠ —-by ସତ୍ୟ ପ୍ରକାଶ ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର ଗୋଟିଏ ହେଲାନି ଶିକ୍ଷା ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି କାହାଠୁଁ ନେବି ଯେ ଦିକ୍ଷା।। 1 ଜୀବନ ଯୌବନେ
କବିତା

କେଉଁଠି ଖୋଜିବି ତୋତେ

satya
କେଉଁଠି ଖୋଜିବି ତୋତେ ———–by ସତ୍ୟ ପ୍ରକାଶ ହେ ଈଶ୍ଵର ତୁମେ ପରା ଦୟାନନ୍ଦ ସବୁରି ମୂଳ କାରଣ କାହିଁକି ଏମିତି ହୁଅ ନିଷ୍କରୁଣ ଯାଉ ନାହିଁ ମୋ କଷଣ।। 1 ଦୁଃଖ ଯାତନା
Uncategorised କବିତା

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya
ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର —–by ସତ୍ୟ ପ୍ରକାଶ ସେଠୀ ମହାକାଶେ ଶକ୍ତି ବୃଦ୍ଧି ଯେ ହୋଇଲା ଭାରତ ଗୌରବାନ୍ୱିତ ବୈଜ୍ଞାନିକ ଆମ କଲେ ଉଦ୍ଭାବନ ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର।। 1 ସାରା ବିଶ୍ୱେ ଆଜି
କବିତା

କେହି ଦେଲେ ନାହିଁ ମୂଲ

satya
ଜୀବନ ତମାମ କେତେ ଯେ ଖଟିଲି କେହି ଦେଲେ ନାହିଁ ମୂଲ ନିଜର ବୋଲିଣ ଯାହାକୁ ମଣିଲି ସବୁ କି ଦୂରେଇ ଗଲ।। 1 ଏବେ ବୟସର ଅପରାହ୍ଣରେ କେଉଁଠି ଥାପିବି ମୁଣ୍ଡ ଦୂର
କବିତା

ଥୁକୁଲ ମାରିବା ବାକି

satya
ଥୁକୁଲ ପକାଇବ ବାକି ————————– ମଣିଷ ଗୋଟିଏ ସାମାଜିକ ପ୍ରାଣୀ ଶୁଣିଥିଲି ପିଲାଦିନେ ହେଲେ ସମାଜର ଚିନ୍ତା କେ କରୁଛି ଦେଖୁ ନାହିଁ କେଉଁ ଜନେ।। 1 ଏଡିକି ବିଭ୍ରାଟ ହେଲାଣି ସମାଜ ନିଜ
Uncategorised କବିତା

କ’ଣ ହେଲା କି ହୋ!

satya
ନିର୍ବାଚନ ବେଳେ ଭେଳିକି ଦେଖିବା ଦେଖାଇବେ ନେତା ବାଗେ ମନ ଲୋଭା କଥା କହିଣ ତୋଷିବେ ଜନତାଙ୍କ ମନ ବେଗେ।। 1 “ହାତୀ ନେ’ ଘୋଡା ନେ” କହି କୁହାଇବେ “ମୋ ପେଁ କାଳୀ
କବିତା

ଭେଳିକି

satya
ଭେଳିକି —by ସତ୍ୟ ପ୍ରକାଶ ଗରୀବ ଗରୀବ ଗରୀବକୁ ଟିକେ ସାହାଯ୍ୟ ନିଶ୍ଚେ ହୋଇବ ନୋହିଲେ ଦିନେ ସେ ଗରୀବ ବାପୁଡ଼ା ବୁଡିକି ନିଶ୍ଚେ ମରିବ।। 1 ଘର ତଳି ଖଣ୍ଡ ବିକ୍ରି କଲା
କବିତା

ଶାନ୍ତି peace

satya
ଶାନ୍ତି ——by ସତ୍ୟ ପ୍ରକାଶ ସେଠୀ ଖୁସିର ମଣିଷ ଦୁନିଆରେ କିଏ କେହି କି ସେ କହି ପାରେ ଦୁଃଖୀ ମଣିଷଙ୍କୁ ମୁଁ କିନ୍ତୁ ଚିହ୍ନିଛି ଯିଏ ପ୍ରାଚୁର୍ଯ୍ୟର ଭରେ।। 1 ପ୍ରାଚୁର୍ଯ୍ୟର ଭରା

Login

X

Register