Satya Prakash
  • Home
  • Monthly Archives: September 2020

Month : September 2020

Uncategorised

ରୋଜି ଡେ

satya
ରୋଜି ଡେ କ୍ୟାନସର୍ ଏକ ଦୁରାରୋଗ ବ୍ୟାଧିସହଜେ ହେଉନି ଭଲତଥାପି ପ୍ରୟାସ ଜାରି ରହି ଅଛିଦେଖିବାକୁ ବାକି ଫଳ।।ମିଳେନିୟମ ରୋଜି ବିରାଟ ଧନୀକତଥାପି ପୀଡ଼ିତ ରୋଗେକୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ଯରକତ କର୍କଟ
Uncategorised

ଦରମା

satya
ସମାନ ଦରମାBy ସତ୍ୟ ପ୍ରକାଶ ସେଠୀବିଛଣା ଛାଡି ମୁଁ ଦାଣ୍ଡକୁ ଆସିଲିଦେଖିଲି ସୂର୍ଯ୍ୟର ଆଭାସ୍ଵର୍ଣ୍ଣାଭ କିରଣ ବିଛୁରି ପଡିଛିଆହାଃ କି ସୁନ୍ଦର ଶୋଭା ।।ପୂର୍ବ ଆକାଶଟା ରକ୍ତିମ ଦିଶୁଛିସିନ୍ଦୂରା ପଡୁଛି ଫାଟିଶୁଲି ଶୁଲିଆ ତ
Uncategorised

ଚଢେଇ

satya
ଚଢେଇBy ସତ୍ୟ ପ୍ରକାଶ ସେଠୀସକାଳୁ ସକାଳୁ ବିଛଣାରୁ ଉଠିଦେଖିଲି ଚଢେଇ ଦଳେଖାଇ ହେଉଛନ୍ତି ବୁଲି ଲାଗୁଛନ୍ତିଅନ୍ନ ଖୋଜୁଛନ୍ତି ବେଳେ।।କିଚିରି ମିଚିରି ଶବ୍ଦରେ ତାଙ୍କରନିଦ ଯାଉଥିଲା ଥିଲା ଭାଙ୍ଗିଭାବିଲି ଫିଙ୍ଗିବି ଟେକା କି ପଥରପାରିଲିନି ବସା
Uncategorised

ନଦୀ ଦିବସ

satya
ବିଶ୍ଵ ନଦୀ ଦିବସLast Sunday SeptBy ସତ୍ୟ ପ୍ରକାଶ ସେଠୀନଦୀ ସଭ୍ୟତାଟି ପ୍ରାଚୀନତମ ଯେସଭ୍ୟତାର ଅଭ୍ୟୁଦୟସମ୍ଭବ ଥିଲା ସେ ନଦୀ କୂଳେ ଦିନେଏବେ ସିନା ଯତ୍ର ତତ୍ର। ।ନଦନଦୀ ଭରା ଭାରତ ଭୂଖଣ୍ଡପୃଥିବୀର ତିନି
Uncategorised

ପ୍ରଣବଦା

satya
ପ୍ରଣବ ମୂଖାର୍ଜୀBy ସତ୍ୟ ପ୍ରକାଶ ସେଠୀପ୍ରଣବ ମୂଖାର୍ଜୀ ଥିଲେ ପୁର୍ବତନଭାରତର ରାଷ୍ଟ୍ରପତିବିଚକ୍ଷଣ ବୁଦ୍ଧି ବଳିଷ୍ଠ ବ୍ୟକ୍ତିତ୍ଵଅତି ପ୍ରତ୍ୟୁତ୍ପନ ମତି।।ହଠାତ୍ ଦେହାନ୍ତ ଖବର ଦୁଃଖଦଦେଶକୁ ଶକତ ଧକ୍କାଭଗବାନ ଲୀଳା ସ୍ରୁଷ୍ଟି ସଂରଚନାଅଦୃଷ୍ଟ ହାତରେ ବନ୍ଧା।।ପ୍ରଣବ ମୂଖାର୍ଜୀ
Uncategorised

ଖାଦ୍ୟ ଦିବସ

satya
ଖାଦ୍ୟ ସୁରକ୍ଷା ଦିବସBy ସତ୍ୟ ପ୍ରକାଶ ସେଠୀଜାଣିଛ କି ବନ୍ଧୁ ଏକ ତୃତୀୟାଂଶଖାଦ୍ୟ ପଦାର୍ଥ ଯେ ନଷ୍ଟଟିକିଏ ସଚେତ ସଚେତନ ହେଲେପାଇବାନି ଆନ୍ନ କଷ୍ଟ।।କୋଭିଡ କାଳର ମହାମାରୀ ହେତୁଖାଦ୍ୟାଭାବ ଯାଏ ବଢ଼ିହା ଅନ୍ନ ଚିତ୍କାର
Uncategorised

ବ୍ଲାକ୍ ଟପ୍

satya
ବ୍ଲାକ୍ ଟପ୍—-by ସତ୍ୟ ପ୍ରକାଶ ସେଠୀଚାଇନା ସାଙ୍ଗକୁ ପାକିସ୍ଥାନ ମିଶିଯୁଦ୍ଧ କରିବାକୁ ମନହେଲେ ଭାରତକୁ ଦେବା ପରାଭବସହଜ ହେବନି ଧନ।।ଚାଇନା ଭାରତ ମୁହାଁମୁହିଁ ଆଜିସୀମାନ୍ତରେ ସୈନ୍ୟ ଦଳବ୍ଲାକ୍ ଟପ୍ କଲା କବଜା ଭାରତଦେଖାଇଲା ନିଜ

Login

X

Register