Satya Prakash
  • Home
  • Monthly Archives: May 2021

Month : May 2021

Uncategorised

କବିତା ଓ ଦିବସ

satya
ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
କବିତା

ଶହିଦ୍ ଦିବସ

satya
ଶହିଦ୍ ଦିବସBy ସତ୍ୟ ପ୍ରକାଶ ସେଠୀଜାନୁୟାରୀ ମାସ ତିରିଶ ତାରିଖସହିଦ୍ ଦିବସ ରୂପେପାଳିତ ହୁଅଇ ଭାରତ ବରଷେଅନୁତାପ ଅନୁରୂପେ।।ନୀତି ନିୟମର କଷଟି ପଥରେକଷିଥିଲେ ନିଜ ମନଆଦର୍ଶବାନର ଆଦର୍ଶରେ ଗଢାଜୀବ ଶରୀ ଗୋଟାମାନ।।ଭୋଗ ବିଳାସରେ ନ
Uncategorised

ୟାସ୍

satya
ବିଶାରଦ ଅବା ମହା ପଣ୍ଡିତଙ୍କଆକଳନ ଏ କି ଥିଲାଯାହା କହୁଥିଲେ ତାହା ହିଁ କି ଆଜିଦୃଶ୍ୟପଟ୍ଟେ ଦେଖାଗଲା।।ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପରୂପ ତା’ର ବିକଟାଳକେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବସ୍ଥିତି ପରା ଟଳମଳ।।By ସତ୍ୟ ପ୍ରକାଶ
English Poem

Lotus

satya
ପଙ୍କ – ପଦ୍ମBy ସତ୍ୟ ପ୍ରକାଶ ସେଠୀପଦ୍ମ ଫୁଲ ଫୁଟେ କର୍ଦ୍ଦମାକ୍ତ କାଦେପଙ୍କିଳ ପଙ୍କ ତା ଘରସୌନ୍ଦର୍ଯ୍ୟଶାଳିନୀ ଫୁଲ ମଧ୍ଯେ ରାଣୀସବୁଠିଁ ଆଦର ତା’ର ।।ଜନ୍ମ ନୂହେଁ ତେଣୁ ଅତୀବ ଗୁରୁତ୍ୱକର୍ମ ଏକା ବଳିୟାରଯାହା
କବିତା

ଉପଦ୍ରବୀ

satya
ଉପଦ୍ରବୀ ଆସିଛିରେ ଭାଇ କରୋନା ଆସିଛିପ୍ରଳୟଙ୍କରୀ ତା ରୂପଶୁଣି ଶୁଣି ମନେ ଛନକା ପଶୁଛିସତେ ଭୟଙ୍କରୀ ନୃପ।। 1କେମିତି ଲଢ଼ିବା ପ୍ରକୃତି ସାଙ୍ଗରେବୁଦ୍ଧି ବାଟ ଦିଶୁ ନାହିଁତଥାପି ରହିବା ସତର୍କ ହୋଇଣବିପଦକୁ ଦେବା ବାହି।।

Login

X

Register