Satya Prakash

Tag : kabita

Uncategorised

କବିତା ଓ ଦିବସ

satya
ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
କବିତା

ସ୍ମୃତି

satya
ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ
କବିତା

ଗାନ୍ଧୀ ଜୟନ୍ତୀ Gandhi Jayanti

satya
ଅକ୍ଟୋବର ଦୁଇ ପାଳିତ ଦେଶରେ ଜୟନ୍ତୀ ଗାନ୍ଧୀ ମହାତ୍ମା ଗୁଜୁରାଟ ରାଜ୍ୟେ ପୋର୍ ବନ୍ଦରଠିଁ ଜନ୍ମି ଥିଲେ ଯୋଗଜନ୍ମା।। 1 ନୁହଇଁ କେବଳ ଭାରତ ମାଟିରେ ଅନ୍ୟାୟର ବିରୋଧରେ କରିଥିଲେ ସେ ଯେ ସ୍ଵର
କବିତା

ମୁଁ – ଏକ ଅନ୍ୱେଷଣ

satya
ମୁଁ – ମୁଁ କିଏ? ମୁଁ – ଅତୀତ? ବର୍ତ୍ତମାନ?? ଭବିଷ୍ୟତ??? ମୁଁ -ଏକ ଅନ୍ୱେଷଣ ସମସ୍ତ ଖୋଜ୍ ର ଅନ୍ତରାଳେ ମୁଁ କି ଚିର ଭାସ୍ବର ଯାହାକୁ ଖୋଜିଛି ମଣିଷ ମୁଁ କି
କବିତା

ପ୍ଲାନେଡ଼ ଭିଲେଜ୍

satya
ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ

Login

X

Register