Satya Prakash
କବିତା

ପଶୁ ଓ ମଣିଷ

ପଶୁ ଓ ମଣିଷ
—by ସତ୍ୟ ପ୍ରକାଶ ସେଠୀ
କୁକୁର ଆମର ଭାରି ପ୍ରିୟ ଜନ
ଘର ଭିତର ଠାକୁର
ଚାକର ଗୁଡ଼ାକ ପଶୁ ତୁଲ୍ୟ ପରା
ତାଙ୍କ କଥା କାଁ ପଚାର।। 0
କୁକୁର ଖଟରେ ବିଛଣାର ସାଥୀ
ମନକୁ ମୋହିତ କରେ
ଚାକର ପହ୍ଲାରେ କେରପାଲେ ଶୁଏ
ଯେଣୁ ସେବା କର୍ମ ବରେ।। 1

Related posts

ସରପଞ୍ଚ ବାବୁ

satya

ହିମପ୍ରବାହ ଓ ଅଗ୍ନିବର୍ଷା

satya

ଘର ଢିଙ୍କି କୁମ୍ଭୀର

satya

Leave a Comment

Login

X

Register