Satya Prakash
କବିତା

କୂଅ ଓ ବେଙ୍ଗ

କୂଅ ଓ ବେଙ୍ଗ
—by ସତ୍ୟ ପ୍ରକାଶ ସେଠୀ
କୂଅ ପରି ଗୋଟେ ନିବୁଜ କୋଠରୀ
ବାହ୍ୟ ପ୍ରଭାବରୁ ମୁକ୍ତ
ନିଜକୁ ମଣଇ ଜଗତ ଠାକୁର
କୂଅ ଭିତରର ବେଙ୍ଗ।।
ବାହ୍ୟ ଜଗତରୁ ଦୂରେ ରହିଲେ କି

ସାଂସାରିକ ଜ୍ଞାନ ହେବ
କାନ ଆଖି ଯଦି ଖୋଲା ନ ରଖିବା

କେମିତି ବୁଝିବା ଭବ।।

Related posts

ରୁଣୁ ଝୁଣୁ ରଣ

satya

ସଂକ୍ରାନ୍ତି ଆସର

satya

ଭଲ ପାଇବାଟି ବଳୀ

satya

Leave a Comment

Login

X

Register