କବିତାNutrition daysatya15th June 202115th June 2021 by satya15th June 202115th June 20210403 Nutrition day-1st SeptBy ସତ୍ୟ ପ୍ରକାଶ ସେଠୀ ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବପାଉ ନାହିଁ ଆଦି ଅନ୍ତ।।ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର ଅବା
କବିତାଏକତା ଦିବସsatya15th June 202115th June 2021 by satya15th June 202115th June 20210638 ଏକତା ଦିବସ ଲୌହ ମାନବଟି ଅଟ ପରା ତୁମେସର୍ଦ୍ଦାର ବଲ୍ଳଭ ଭାଇଲୁହା ପରି ତୁମେ ହୋଇଥିଲ ଛିଡାଭାରତ ସୀମାନ୍ତେ ଯାଇ।।ତୁମେ ଥିଲା ବେଳେ ଶତୃ କମ୍ପୁଥିଲାଭୟରେ କାତର ହୋଇଏବେ ତ ଫୁଟାଣି ଟିପ୍ପଣୀ ରଖୁଛିବାହାସ୍ପୋଟିଆ
କବିତାଜାତୀୟ ଡାକ ସେବା ଦିବସsatya11th June 202111th June 2021 by satya11th June 202111th June 20210676 ଜାତୀୟ ଡାକ ସେବା ଦିବସ – 10 ଅକ୍ଟୋବର—-by ସତ୍ୟ ପ୍ରକାଶ ସେଠୀଆହାକି ସୁନ୍ଦର ମନୋରମ ଶୋଭାଦୀପ୍ତିମୟୀ ତା’ର ଆଭାରସୁଲଗଡ଼ରେ ଆଂଚଳିକ ଡାକପ୍ରଶିକ୍ଷଣକେନ୍ଦ୍ର ଉଭା।। ଭୁବନେଶ୍ୱରର ଉପକଣ୍ଠେ ପୁଣିରାଜଧାନୀ କ୍ଷେତ୍ରେ ଗଣାଏଡିକି ସୁନ୍ଦର ଭବ୍ୟ
କବିତାଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସsatya6th June 20216th June 2021 by satya6th June 20216th June 202101034 International level crossing awareness day – 6th June–by ସତ୍ୟା ପ୍ରକାଶ ସେଠୀରାସ୍ତାରେ ଘଟଣ ଅଘଟଣ କେତେନିତି ଘଟୁ ଅଛି ସତେକେତେ ପରିବାର ଉଜୁଡ଼ି ଯାଉଛିସତର୍କ ହେଉନି ଏତେ।ବାମ କଡେକଡେ ସଡ଼କେ ଚାଲିବାଅଟଇ
କବିତାଶହିଦ୍ ଦିବସsatya26th May 202126th May 2021 by satya26th May 202126th May 20210605 ଶହିଦ୍ ଦିବସBy ସତ୍ୟ ପ୍ରକାଶ ସେଠୀଜାନୁୟାରୀ ମାସ ତିରିଶ ତାରିଖସହିଦ୍ ଦିବସ ରୂପେପାଳିତ ହୁଅଇ ଭାରତ ବରଷେଅନୁତାପ ଅନୁରୂପେ।।ନୀତି ନିୟମର କଷଟି ପଥରେକଷିଥିଲେ ନିଜ ମନଆଦର୍ଶବାନର ଆଦର୍ଶରେ ଗଢାଜୀବ ଶରୀ ଗୋଟାମାନ।।ଭୋଗ ବିଳାସରେ ନ
କବିତାଉପଦ୍ରବୀsatya3rd May 20213rd May 2021 by satya3rd May 20213rd May 20210834 ଉପଦ୍ରବୀ ଆସିଛିରେ ଭାଇ କରୋନା ଆସିଛିପ୍ରଳୟଙ୍କରୀ ତା ରୂପଶୁଣି ଶୁଣି ମନେ ଛନକା ପଶୁଛିସତେ ଭୟଙ୍କରୀ ନୃପ।। 1କେମିତି ଲଢ଼ିବା ପ୍ରକୃତି ସାଙ୍ଗରେବୁଦ୍ଧି ବାଟ ଦିଶୁ ନାହିଁତଥାପି ରହିବା ସତର୍କ ହୋଇଣବିପଦକୁ ଦେବା ବାହି।।
କବିତାମ୍ୟୁଜିକ୍ ଦିବସsatya21st June 2020 by satya21st June 20200995 Happy Music Day ଆଜି ପରା ଦିନେ ମ୍ୟୁଜିକ୍ ବଜାଇ ଗାଏ ଜୀବନ ସଙ୍ଗୀତ ପ୍ରଫୁଲ୍ଲତା ଆଣ ମନରେ ତୁମର ଶୁଣି ପ୍ରିୟ ଜନ ଗୀତ।। ଆସ ଆମେ ଆଜି ଗାଇବା ଗୀତରେ ନାଚି
କବିତାଅଜବ ମଣିଷsatya10th June 2020 by satya10th June 202001131 ଗଜବ ଦୁନିଆ By ସତ୍ୟ ପ୍ରକାଶ ସେଠୀ ମଣିଷ ଗୋଟାଏ ଅଜବ ପ୍ରାଣୀ ସେ ଗଜବ ତାହାର ନିଶା ସବୁ କଥାରେ ତ ଅନର୍ଥ କାଢ଼ିବା ଅଟେ ତାର ବଡ଼ ପେଶା।। ପାନରୁ ଖସିଲେ
କବିତାକରୋନାsatya9th June 2020 by satya9th June 20200879 କରୋନା By ସତ୍ୟ ପ୍ରକାଶ ସେଠୀ କରୋନ କାଳରେ ଘୋର ବିପର୍ଯ୍ୟୟ କଳି କାଳ ଉପସ୍ଥିତ ଜୀବନ ସଂଗ୍ରାମ କଷ୍ଟକର ଅତି ସହଜ ହେଉନି ମିତ।। ଯେଣିକି ଚାହିଁବ ତେଣିକି ସଙ୍କଟ ଘୋର ବିତ୍
କବିତାସମୂଦ୍ରsatya9th June 2020 by satya9th June 20200902 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ