Bookକଲେରା ମୁଣ୍ଡାsatya23rd June 202623rd June 2026 by satya23rd June 202623rd June 2026070 ମୁଖବନ୍ଧ – କଲେରା ମୁଣ୍ଡା ଉପନ୍ୟାସ ସୃଜନର ପହିଲି ପୁଲକ—–by Dr satya prakash sethyସ୍ରଷ୍ଟା – ସୃଷ୍ଟି କରିବା ତା’ର ଧର୍ମ। କେତେବେଳେ କେଉଁ ସୃଷ୍ଟି ତା ସୃଜନଶୀଳ ଓ ମନନଶୀଳ ଉନ୍ନତ
Uncategorisedକୂଅମୂଳsatya23rd June 202623rd June 2026 by satya23rd June 202623rd June 2026056 ଉତ୍ସର୍ଗ— ଡ଼ ସତ୍ୟ ପ୍ରକାଶ ସେଠୀଏହି ‘କୂଅମୂଳ ‘ ଗଳ୍ପ ସଂକଳନଟିକୁ ମୁଁ ଜିତୁ ମୁଣ୍ଡାଙ୍କୁ ଉତ୍ସର୍ଗ କରୁଛି, ଯାହାଙ୍କ ସରଳ ଜୀବନସୌକର୍ଯ୍ୟ ମୋତେ ପ୍ରଲୁବ୍ଧ କରିଥିଲା ଏତେ ବଡ଼ ଗଳ୍ପ ସମ୍ଭାରର ପରିକଳ୍ପନା
Bookଆନବାସୀsatya30th September 202530th September 2025 by satya30th September 202530th September 20250165 ପୁସ୍ତକ ଶୀର୍ଷକ:ଆନବାସୀ (Day’s Scholar)ଲେଖକ :ଡ଼ ସତ୍ୟ ପ୍ରକାଶ ସେଠୀ ସୂଚିପତ୍ର ୧.ଇଚ୍ଛାମୟୀ୨.ସହଜ ନଥିଲା୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ୪.ସେଇ ଝିଅଟା୫.ଚର୍ଚ୍ଚିଲ୬.କେହି ଜଣେ ପ୍ରବୀଣ୭.ଝିଞଟ୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା୯.ଡାକୁଲା୧୦.ଆନବାସୀ୧୧.ଶେଖର୧୨.ଲୋଭିଲା କୁକୁରକୁ ଗୀଧ୧୩.ପ୍ରେମ ପାଗଳିନି୧୪.ଆପଣ କିନ୍ତୁ ଖୁସିରେ
Bookକଥାଣି ୨satya30th September 202530th September 2025 by satya30th September 202530th September 20250169 21.ଭୀମବଳ କୁଇନ୍ତା ଜାଣେ ଜତୁଗୃହ ଦାହ ପରି ଏକ ଦୂରଭିସନ୍ଧି ଷଡଯନ୍ତ୍ରକୁ ନିରର୍ଥ କରିବା ପାଇଁ କୃଷ୍ନ ଓ ବିଦୁର କ’ଣ କମତି ପ୍ରରିଶ୍ରମ କରିଛନ୍ତି କି।ତହିଁରେ ପରା ଅନେକ ଯୋଜନା ସାମିଲ ହୋଇଥିଲା
Bookକଥାଣିsatya30th September 202530th September 2025 by satya30th September 202530th September 20250182 Book title :କଥାଣି ଉତ୍ସର୍ଗ ଉକ୍ତ ‘କଥାଣି’ ଗଳ୍ପ ସମ୍ଭାରଟିକୁ ମୁଁ ମୋର ନାତି ଓ ନାତୁଣୀ ମାନଙ୍କୁ ଉତ୍ସର୍ଗ କରୁଛି। ଅଭିପ୍ସା, ଅନ୍ଵେଷା, ଆହାନା , ହରିତା, ଟୁଟୁଲୁ, ଆଦ୍ଯା, ଓମ୍,କ୍ରିସ୍, ଚିଙ୍କି,
ଗଳ୍ପଲୋଭିଲା କୁକୁରକୁ ଗୀଧsatya1st August 20251st August 2025 by satya1st August 20251st August 20250163 ଲୋଭିଲା କୁକୁରକୁ ଗୀଧ–by Dr Satya Prakash Sethyଥରେ ନୀର, ବନା, ଶାନ୍ତିଆ, ନଖିଆ, ସନା ଏମିତି ଚାରିପାଞ୍ଚଜଣ ବିଲରେ ବାଟିଆ ପକାଉଥା’ନ୍ତି। ଏସନ ଇନ୍ଦ୍ରଦେବତା ଟିକିଏ ପ୍ରସନ୍ନ ହୋଇଛନ୍ତି ।ସେଇଥିପାଇଁ ବିଲରେ ଜଲଦି
Uncategorisedସହବାସ ସମ୍ବନ୍ଧsatya5th April 20255th April 2025 by satya5th April 20255th April 20250288 ସହବାସ ସମ୍ବନ୍ଧ—-Dr Satya Prakash Sethyଶୀତଳ ବାପାମାଆଙ୍କର ଏକମାତ୍ର ଅଲିଅଳି କନ୍ୟା। ପାଖକୁ ସାନ ଭାଇଟିଏ ଅଛି ଯେ, ସେ କିନ୍ତୁ ଭାରି ଛୋଟ। ଏବେ ବି ସ୍କୁଲ ଜୀବନ ତା’ର ସରି ନାହିଁ।
Uncategorisedଇଚ୍ଛାମୟୀsatya4th April 20254th April 2025 by satya4th April 20254th April 20250272 ଇଚ୍ଛାମୟୀBy ସତ୍ୟ ପ୍ରକାଶ ସେଠୀଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। ଚାହିଁକି ସେମାନଙ୍କୁ ମନ ଉହାଡରୁ ଆଉ ତ ଏକାବେଳେକେ
Uncategorisedଶେଖରsatya30th March 202530th March 2025 by satya30th March 202530th March 20250262 ଶେଖର—-by Dr Satya Prakash Sethyଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ