ଆନବାସୀ
ପୁସ୍ତକ ଶୀର୍ଷକ:ଆନବାସୀ (Day’s Scholar)ଲେଖକ :ଡ଼ ସତ୍ୟ ପ୍ରକାଶ ସେଠୀ
ସୂଚିପତ୍ର୧.ଇଚ୍ଛାମୟୀ୨.ସହଜ ନଥିଲା୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ୪.ସେଇ ଝିଅଟା୫.ଚର୍ଚ୍ଚିଲ୬.କେହି ଜଣେ ପ୍ରବୀଣ୭.ଝିଞଟ୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା୯.ଡାକୁଲା୧୦.ଆନବାସୀ୧୧.ଶେଖର୧୨.ଲୋଭିଲା କୁକୁରକୁ ଗୀଧ୧୩.ପ୍ରେମ ପାଗଳିନି୧୪.ଆପଣ କିନ୍ତୁ ଖୁସିରେ ଅଛନ୍ତି୧୫.
୧.ଇଚ୍ଛାମୟୀଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। କାହିଁକିନା ଚାହିଁକି ବି ସେମାନଙ୍କୁ ମନ ଉହାଡ଼ରୁ ଆଉ ଏକାବେଳେକେ…