ଗଳ୍ପତୁମୁଳ କାଣ୍ଡsatya29th July 201929th July 2019 by satya29th July 201929th July 20193 843 ତୁମୁଳ କାଣ୍ଡ ———by ସତ୍ୟ ପ୍ରକାଶ ସେଠୀ ନନ୍ଦିକା ଆର ଗାଁର ଝିଅ। ମଧୁ ସାଆଁନ୍ତଙ୍କ ନାତୁଣୀ ସରପଞ୍ଚ ବାବୁଙ୍କ ଝିଅ। ଜମିଦାରୀ ସିନା ଚାଲି ଯାଇଛି , ହେଲେ ଖାତିରଟା ଏଯାଏଁ ଯାଇ
ଗଳ୍ପଦୀର୍ଘ ନିଶ୍ଵାସର ଅନ୍ତରାଳେsatya28th July 201928th July 2019 by satya28th July 201928th July 20190728 ଆଜି କାଲି ଦୁନିଆର ଗତି କୁଆଡ଼େ ? ଅଧୋଗତି ନା ଉର୍ଦ୍ଧ୍ଵଗତି? ଆଧୁନିକତାର ଆଳରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଜି ମାନବ ସମାଜକୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଦିନ ଥିଲା
Bookଶତ ପତ୍ନୀକ ଗଳ୍ପଗୁଚ୍ଛsatya27th July 201913th August 2019 by satya27th July 201913th August 201901646 କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ,
ପ୍ରବନ୍ଧପ୍ରେମsatya27th July 2019 by satya27th July 201901804 ପ୍ରେମ ଆଜ୍ଞା! ଗୋଟେ ନିଆରା ଜିନିଷ ।ଏହି ପ୍ରେମରେ ପ୍ରତାରଣା ଅଛି, ପୁଣି ଅଛି ଆତ୍ମ ପରିତୃପ୍ତି। ପ୍ରେମ କେତେବେଳେ ମଣିଷ ମନରେ ବିଷ ଭରି ଦିଏ ପୁଣି ସେଇଠି ବହେ ଅମୃତର ଫଲଗୁ
ଗଳ୍ପମୋନା ଓ ସୋନାsatya26th July 201927th July 2019 by satya26th July 201927th July 20190790 ମୋନା ଓ ସୋନା ଦୁଇଟି ଆତ୍ମିକ ସତ୍ତା, ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ, ଅବା ଦୁଇଟି ପ୍ରାଣୀ, କିନ୍ତୁ ପରସ୍ପରେ ଭଲ ପାଆନ୍ତି । ପରସ୍ପରକୁ ଖୁବ୍ ବେଶୀ ଭଲ ପାଆନ୍ତି-ଜଣେ
କବିତାମୋତେ କିଆଁ ଏତେ ଘାଣ୍ଟୁଛୁsatya25th July 2019 by satya25th July 20190655 ମୋର ଶକ୍ତି ନାହିଁ ବୋଲି ଏତେ ତୋତେ ତ କରୁଛି ବିଶ୍ବାସ ମୁଁ ଧର୍ମ କଅଣ ଜାଣିଛି ଜାଣିଛି ପୁଣି କର୍ମ ଅକର୍ମ ହେଲେ ମୋର ହୃଦେ ବସି ଦେଉ ଯେଉଁ ନିର୍ଦ୍ଦେଶ ବିନା
କବିତାବନ୍ଧୁsatya25th July 2019 by satya25th July 20190806 ବନ୍ଧୁ ——by ସତ୍ୟ ପ୍ରକାଶ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମିଠା ମିଠା କେଇପଦ କଥାକୁ ଦୁଃଖ ଅବା ସୁଖରେ ତା
ଗଳ୍ପଶତ ପତ୍ନୀକsatya25th July 2019 by satya25th July 20190777 ରାୟ ବାହାଦୁର ବୋଲି ଗୋଟେ ଲୋକ ନୀଳଗିରିରେ ରହୁଥାଏ। ସେ ପ୍ରାକ୍ ସ୍ଵାଧୀନତା ଯୁଗର ଲୋକ। ଭାରି ପାଠୁଆ। ବ୍ରିଟିଶ ଅମଳର ପଢ଼ା। ସେ ସାତଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ଇଂରାଜୀ କହିବେ
କବିତାସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁsatya23rd July 2019 by satya23rd July 20190924 ବନ୍ଧୁ ——by ସତ୍ୟ ପ୍ରକାଶ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମିଠା ମିଠା କେଇପଦ କଥାକୁ ଦୁଃଖ ଅବା ସୁଖରେ ତା
ଗଳ୍ପଇଏ ବି ଗୋଟେ ପ୍ରେମsatya23rd July 2019 by satya23rd July 20194 753 ଇଏ ବି ଏକ ପ୍ରେମ —-by ସତ୍ୟ ପ୍ରକାଶ ସେଠୀ ଶୁଣିଥିଲି ପ୍ରେମ ଯୁବା ଅବସ୍ଥାରେ ହୁଏ। ହେଲେ ପରିଣତ ବୟସରେ କି ପ୍ରେମ କି ହୋ! ପ୍ରେମ ନା ମାନସିକ ବିକୃତି? ଆମ