କଲେରା ମୁଣ୍ଡା
ମୁଖବନ୍ଧ – କଲେରା ମୁଣ୍ଡା ଉପନ୍ୟାସ
ସୃଜନର ପହିଲି ପୁଲକ—–by Dr satya prakash sethyସ୍ରଷ୍ଟା – ସୃଷ୍ଟି କରିବା ତା’ର ଧର୍ମ। କେତେବେଳେ କେଉଁ ସୃଷ୍ଟି ତା ସୃଜନଶୀଳ ଓ ମନନଶୀଳ ଉନ୍ନତ ମସ୍ତିଷ୍କରୁ ନିର୍ଗମନ ହୋଇ ଲେଖକର କରସ୍ପର୍ଶରେ ଲେଖନୀ ମୁନର ସ୍ୟାହିର ପ୍ରଲେପରେ ଅଙ୍କାବଙ୍କା ହୋଇ କାଗଜ ଦେହରେ ନେଶି ହୋଇଯାଏ – ତାହା ସିଏ ବୁଝିପାରେ ନାହିଁ। ବୁଝିଲା ବେଳକୁ ତାହା ସୃଷ୍ଟି ହୋଇସାରିଥାଏ…



