Uncategorisedଶାନ୍ତିsatya31st August 202031st August 2020 by satya31st August 202031st August 20200558 ଶାନ୍ତି ଦିବସ 21/9By ସତ୍ୟ ପ୍ରକାଶ ସେଠୀଯୁଦ୍ଧ ବିରତିକୁ ଶାନ୍ତି ଓ ଅହିଁସାଆହ୍ଵାନ ଜାତି ସଂଘରଆଜିର ଏ ବିଶ୍ଵ ଶାନ୍ତି ଦିବସରେଶାନ୍ତି ପାଇଁ ଦିଅ କର।।ଆହେ ବିଶ୍ଵବାସୀ ପରିଜନ ବର୍ଗଶାନ୍ତି ବିନା ନାହିଁ ଗତିଶାନ୍ତିରେ
Uncategorisedଓଜନ ସ୍ତରsatya31st August 202031st August 2020 by satya31st August 202031st August 20200553 ଓଜନ ସ୍ତରBy ସତ୍ୟ ପ୍ରକାଶ ସେଠୀମୋଣ୍ଟରିଲ ଚୁକ୍ତି ଅନୁଯାୟୀ ପରାଆରୋଗ୍ୟ(heal) କରିବା ଆମେଓଜନ ସ୍ତର ଯେ କମୁଥିଲା ବେଳେପ୍ରତିକାର କଥା ଯମେ।।ବାୟୁ ମଣ୍ଡଳରେ ମୁଖ୍ୟ ବୈଭବ ଯେଓଜନ ସ୍ତରଟି ଜାଣେଯାହାର ସୁରକ୍ଷା ହୋଇ ନପାରିଲେବିପଦ
Uncategorisedଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସsatya31st August 202031st August 2020 by satya31st August 202031st August 20200507 ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସBy ସତ୍ୟ ପ୍ରକାଶ ସେଠୀଗଣତନ୍ତ୍ର ରାଷ୍ଟ୍ର ଜନ ହିତକରଯେଉଁଠି ଗଣଙ୍କ କଥାଗୁରୁତ୍ୱପୂର୍ଣ୍ଣଟି ସର୍ବାଗ୍ରେ ଯେ ଗଣ୍ଯସରକାର ବୁଝେ ବ୍ୟଥା।।ନୁହଁଇ ଏହା ଯେ ଆଧୁନିକ ସ୍ରୁଷ୍ଟିବେଦର ବିଚାରଧାରାସଭା ଓ ସମିତି ବେଦ ଶବ୍ଦ
Uncategorisedହିନ୍ଦୀ ଦିବସsatya31st August 202031st August 2020 by satya31st August 202031st August 20200524 ହିନ୍ଦୀ ଦିବସ-14.septBy ସତ୍ୟ ପ୍ରକାଶ ସେଠୀହିନ୍ଦୀ ଭାରତର ଲୋକ ପ୍ରିୟ ଭାଷାକହନ୍ତି ଯେ ବଡ଼ କିଷାସମ୍ବିଧାନ ଦ୍ଵାରା ମାନ୍ୟତା ପାଇଣହିନ୍ଦୀ ହେଲା ରାଷ୍ଟ୍ର ଭାଷା। ।ଦେବନାଗରୀର ଲିପିରେ ଲିଖିତସମୃଦ୍ଧ ତା’ର ସାହିତ୍ୟଭାଷା ଜାତି ଧର୍ମ
Uncategorisedପ୍ରାଥମିକ ଚିକିତ୍ସାsatya31st August 202031st August 2020 by satya31st August 202031st August 20200491 ପ୍ରାଥମିକ ଚିକିତ୍ସାFirst Aid Day 14 SeptBy ସତ୍ୟ ପ୍ରକାଶ ସେଠୀଆନ୍ତର୍ଜାତିୟ ପ୍ରାଥମିକ ଚିକିତ୍ସାଦିବସ ପାଳିତ ହୁଏସେପ୍ଟେମ୍ବର୍ ମାସ ଚଉଦ ତାରିଖଉପଯୁକ୍ତ ମନେ ହୁଏ।।ରୋଗ ପାଇଁ ସଦା ଡାକ୍ତର ପାଖକୁଯିବା କି ସମ୍ଭବପରଡାକ୍ତରଖାନାକୁ ସଦା
Uncategorisedଭି. ଜେ. ଡେsatya29th August 202029th August 2020 by satya29th August 202029th August 20200470 ଭି. ଜେ. ଡେ-2nd Septଆଜିର ଏ ଦିନେ ଜାପାନ ହାରିଲାଯୁଦ୍ଧର ସମାପ୍ତି ହେଲାମିଶୋରୀ ପ୍ରାନ୍ତରେ ଆମେରିକା ଠାରେଆତ୍ମ ସମର୍ପଣ କଲା ।।ଛୋଟିଆ ବାଳକ (Little boy) ବିସ୍ଫୋଟକ ବଡ଼ବିଶ୍ଵ ଗଲା ତାକୁ ଡରିହେଲେ ସେ
Uncategorisedଦାନ ପୁଣ୍ଯsatya29th August 202029th August 2020 by satya29th August 202029th August 20200518 ଦାନ ପୁଣ୍ୟCharity day 5th SeptBy ସତ୍ୟ ପ୍ରକାଶ ସେଠୀଦାନ ଠାରୁ ପୁଣ୍ଯ କର୍ମ ନାହିଁ କିଛିଦାନର ମହତ୍ତ୍ୱ ପରାରୁଗ୍ ବେଦ ଠାରୁ ପୁରାଣ ଗ୍ରନ୍ଥରେରହିଛି ବର୍ଣ୍ଣନା ଭରା।।ନଥିଲା ବାଲାକୁ ସାହାଯ୍ୟ କରିବାମନୋବୃତ୍ତି ଥିଲେ
Uncategorisedସର୍ବପଲ୍ଲୀsatya29th August 202029th August 2020 by satya29th August 202029th August 20200550 ଗୁରୁ ଦିବସBy ସତ୍ୟ ପ୍ରକାଶ ସେଠୀହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ ତୁମରି ଜନ୍ମ ଦିବସ ତୁମକୁ ଉତ୍ସର୍ଗ ରଚିଥିଲ ଯେଣୁ କିରତି ଗୌରବ ଯଶ।।1 ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ ବଢାଇଲ ଶିକ୍ଷା
Uncategorisedସାକ୍ଷରତା ଦିବସsatya29th August 202029th August 2020 by satya29th August 202029th August 20200510 ସାକ୍ଷରତା ଦିବସ-8th SeptBy ସତ୍ୟ ପ୍ରକାଶ ସେଠୀଶିକ୍ଷା ସଂସ୍କୃତିର ନୋହିଲେ ବିକାଶହଟିବନି ଅନ୍ଧକାରନିରକ୍ଷର ଲୋକ ଅଭିଶପ୍ତ ଜାଣରହିବାଟି ହୁସିଆର ।।ଶିକ୍ଷା ହିଁ ଜୀବନ ଶିକ୍ଷା ହିଁ ସଭ୍ୟତାବିଜ୍ଞାନର ଅଗ୍ରଗତିଶିକ୍ଷା ବ୍ୟତିରେକେ ସବୁ ତ ଅସାରଲାଭ
Uncategorisedସାଗରsatya29th August 202029th August 2020 by satya29th August 202029th August 20200557 ସାଗରBy ପ୍ରଭାତୀ ମହାପାତ୍ରହେ ସାଗର ଆଜି ଆତଙ୍କିତ ସର୍ବେବାତ୍ୟା ସୁନାମି ଶଙ୍କାତାଣ୍ଡବ ରଚଇ ସଂହାର କରଇଗତି ମାନବର ବଙ୍କା।।ଅଶାନ୍ତ ରୂପ ତୋ ବଡ ଭୟଙ୍କରସତେକି ଆତସବାଜିନିମିଷକେ ମଧ୍ୟେ ଛାରଖାର କରୁ କାଳର କରାଳ ସାଜି।।