ପ୍ରବନ୍ଧବୁଲବୁଲ ଘୂର୍ଣ୍ଣିଝଡ଼satya13th November 2019 by satya13th November 201901071 ବୁଲବୁଲର ତାଣ୍ଡବ ——-by ସତ୍ୟ ପ୍ରକାଶ ସେଠୀ ପ୍ରାକୃତିକ ଦୁର୍ବିପାକ ହେଉ ବା ଦୈବୀ ଦୁର୍ବିପାକ, ଏହା କାହା ହାତରେ ନାହିଁ। ସୃଷ୍ଟିର ନିୟମ ଅନୁସରି ପ୍ରକୃତି ତା’ର ଲୀଳା ଖେଳା କରେ। ତେଣୁ
ପ୍ରବନ୍ଧଭୌତିକ କର୍ମକାଣ୍ଡsatya10th November 201911th November 2019 by satya10th November 201911th November 201901198 ଭୌତିକ କ୍ରିୟାକାଣ୍ଡ ଓ ଶ୍ରୀ ବିଶ୍ଵନାଥ ——by ସତ୍ୟ ପ୍ରକାଶ ସେଠୀ ଭୂତ ଓ ପ୍ରେତର ସ୍ଥିତି, ସଂସ୍ଥିତ ଓ ଅବସ୍ଥିତିକୁ ନେଇ ମନ ମଧ୍ୟରେ ଅନେକ ଭାବ ଓ ଭାବାନ୍ତର ସ୍ରୁଷ୍ଟି ହୁଏ।
ପ୍ରବନ୍ଧପ୍ରେମsatya27th July 2019 by satya27th July 201901741 ପ୍ରେମ ଆଜ୍ଞା! ଗୋଟେ ନିଆରା ଜିନିଷ ।ଏହି ପ୍ରେମରେ ପ୍ରତାରଣା ଅଛି, ପୁଣି ଅଛି ଆତ୍ମ ପରିତୃପ୍ତି। ପ୍ରେମ କେତେବେଳେ ମଣିଷ ମନରେ ବିଷ ଭରି ଦିଏ ପୁଣି ସେଇଠି ବହେ ଅମୃତର ଫଲଗୁ
ପ୍ରବନ୍ଧସାଇ – ଜୀବନ ଗଣିତsatya17th July 201918th July 2019 by satya17th July 201918th July 20192 1481 ସାଇ – ଉପକ୍ରମଣିକା ————————— ସାଇ ଏକ ନାମ ବିଶେଷ ନୂହେଁ, ସାଇ ଏକ ବିରାଟ ଅନୁଷ୍ଠାନ। ସାଇ ଦର୍ଶନ ଓ ସାଇ ତତ୍ତ୍ଵ ସମସ୍ତଙ୍କର ଧେୟ ଓ ଅନୁକରଣୀୟ ହେବା ଉଚିତ୍, କାରଣ
ପ୍ରବନ୍ଧଅଧ୍ୟୟନ ଓ ଅଧ୍ୟବସାୟsatya15th October 201815th October 2018 by satya15th October 201815th October 201801364 ଅଧ୍ୟବସାୟୀ ଓ ଅଧ୍ୟବସାୟ ——by ସତ୍ୟ ପ୍ରକାଶ ସେଠୀ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ବୈଭବ। ଦିନ ଥିଲା ଶିକ୍ଷା ଓ ସଭ୍ୟତା ମଣିଷକୁ ଛୁଇଁ ପାରିନଥିଲା। ଜଙ୍ଗଲରୁ ଫଳ ମୂଳ
ପ୍ରବନ୍ଧଗାଳି – ଗାଳି କ’ଣ କି ହୋ! Galisatya28th September 2018 by satya28th September 2018128 44844 ସେଦିନ ମୁଁ ଭାରି ଗୋଟେ ଅଫିସ୍ କାମରେ ବ୍ୟସ୍ତ, ସେପଟୁ ଗୋଟେ ଗାଳି। messenger ରେ କଲ୍ ଉଠାଉ ଉଠାଉ ଗାଳି ମୋତେ କାହିଁକି messager ରେ ପ୍ରତ୍ୟେହ ଅନବାଶ୍ୟକ ସାହିତ୍ୟ ଓ ସାହିତ୍ୟର
ପ୍ରବନ୍ଧଜୀବନ ଏକ ସଂଘାତ ଓ ସଂଘର୍ଷsatya23rd September 201824th September 2018 by satya23rd September 201824th September 20185 2407 ସବୁଠାରୁ ଅବୁଝା ବେଦ ହେଉଛି ଏ ଜୀବନ, ଯାହା ନାନା ସଂଘାତ ଓ ସଂଘର୍ଷରେ ପରିପୂର୍ଣ୍ଣ। ବେଶ୍ ସରଳ ତରଳ ଥିଲା ମୋ ଶିଶୁ ମନ ଓ ଶୈଶବର ଚପଳାମି।ସଦା ସର୍ବଦା ଖେଳ କୁଦରେ
ପ୍ରବନ୍ଧନିର୍ଘାତ ନିର୍ଘୋସsatya30th August 201830th August 2018 by satya30th August 201830th August 201801569 ନିଶା ଓ ପେଶା :- ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି
ପ୍ରବନ୍ଧଦୁଃଖ ଓ ସୁଖsatya24th August 201827th August 2018 by satya24th August 201827th August 20183 1483 ଦୁଃଖ ଓ ସୁଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଏକେ ଛାଡ଼ି ଆରକର ସ୍ଥିତି ଅସ୍ପଷ୍ଟ। ଜୀବନ ପରିବୃତ୍ତ ଚାରିକଡ଼େ ଉଭୟ ଘୂରି ବୁଲନ୍ତି। ସମୟର କେନ୍ଦ୍ରବିନ୍ଦୁ ଉଭୟକୁ ଝୁଲେଇ ରଖିଥାଏ। ସେଇମିତି ଲଟକି
ପ୍ରବନ୍ଧଲକ୍ଷ୍ଯsatya17th August 201818th August 2018 by satya17th August 201818th August 201801464 ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ଯ ଖୋଜି ପାଉନଥିବା, ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ବନ୍ଧନରେ ବାନ୍ଧି ହୋଇ ଛଟପଟ ହେଉଥିବା, ମୁଁ ଏକ ଭିନ୍ନ ଅଥଚ ସେଇ ଏକ ବ୍ୟକ୍ତି ।ମୋତେ ଏଠି ଖୋଜିଲେ ମୁଁ