ପ୍ରବନ୍ଧଭୌତିକ କର୍ମକାଣ୍ଡsatya10th November 201911th November 2019 by satya10th November 201911th November 201901233 ଭୌତିକ କ୍ରିୟାକାଣ୍ଡ ଓ ଶ୍ରୀ ବିଶ୍ଵନାଥ ——by ସତ୍ୟ ପ୍ରକାଶ ସେଠୀ ଭୂତ ଓ ପ୍ରେତର ସ୍ଥିତି, ସଂସ୍ଥିତ ଓ ଅବସ୍ଥିତିକୁ ନେଇ ମନ ମଧ୍ୟରେ ଅନେକ ଭାବ ଓ ଭାବାନ୍ତର ସ୍ରୁଷ୍ଟି ହୁଏ।
ଗଳ୍ପଲାବୋରଟୋରୀର ରାତ୍ରି ଉଜାଗରsatya21st August 2019 by satya21st August 20190851 ଲାବୋରଟୋରୀର ରାତ୍ରି ଉଜାଗର ଲାବୋରେଟୋରୀରେ ରାତ୍ରି ଉଜାଗର —by ସତ୍ୟ ପ୍ରକାଶ ସେଠୀ ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ
Bookଚନ୍ଦକାରେ ଗୋଟେ ରାତିsatya19th August 20195th October 2019 by satya19th August 20195th October 201901520 U ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ,ଔପନ୍ୟାସିକା ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା
Bookଶୂନ୍ଶାନ୍ ରାତି ଗଳ୍ପ ସମ୍ଭାରsatya19th August 201921st August 2019 by satya19th August 201921st August 201901099 ଉତ୍ସର୍ଗ ବାପା ପୁରୁଷୋତ୍ତମ ସ୍ୱାଧୀନତା ପୂର୍ବର ଜଣେ ଭଲ ମଣିଷ। “ଆଦର୍ଶ ଗୋ ଚିକିତ୍ସା” ଓ ଆର୍. ଇ. ତଥା ଅମିନଙ୍କ ପାଇଁ ସର୍ଭେ ଟ୍ରେନିଂ ପାଠ୍ଯ ପୁସ୍ତକ ତଥା “ଆଦର୍ଶ ଗୋ ମାନବ
Bookଭୂତୁଣୀ ସାହିତ୍ୟିକାsatya5th August 201911th January 2021 by satya5th August 201911th January 20212 1180 ଭାଗ – 1 ଆମେ ଛୋଟ ମୋଟ ଚାକିରୀ ଖଣ୍ଡେ ଅଧେ କରିଛୁ। ପଢ଼ା ଲେଖା ବି କିଛି କମ୍ ନାହିଁ। ତେଣୁ ସାମାଜିକ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ କିଛିଟା ଅଛି। ସେଥିପାଇଁ