Uncategorisedକୂଅମୂଳsatya23rd June 202623rd June 2026 by satya23rd June 202623rd June 2026059 ଉତ୍ସର୍ଗ— ଡ଼ ସତ୍ୟ ପ୍ରକାଶ ସେଠୀଏହି ‘କୂଅମୂଳ ‘ ଗଳ୍ପ ସଂକଳନଟିକୁ ମୁଁ ଜିତୁ ମୁଣ୍ଡାଙ୍କୁ ଉତ୍ସର୍ଗ କରୁଛି, ଯାହାଙ୍କ ସରଳ ଜୀବନସୌକର୍ଯ୍ୟ ମୋତେ ପ୍ରଲୁବ୍ଧ କରିଥିଲା ଏତେ ବଡ଼ ଗଳ୍ପ ସମ୍ଭାରର ପରିକଳ୍ପନା
Uncategorisedସହବାସ ସମ୍ବନ୍ଧsatya5th April 20255th April 2025 by satya5th April 20255th April 20250291 ସହବାସ ସମ୍ବନ୍ଧ—-Dr Satya Prakash Sethyଶୀତଳ ବାପାମାଆଙ୍କର ଏକମାତ୍ର ଅଲିଅଳି କନ୍ୟା। ପାଖକୁ ସାନ ଭାଇଟିଏ ଅଛି ଯେ, ସେ କିନ୍ତୁ ଭାରି ଛୋଟ। ଏବେ ବି ସ୍କୁଲ ଜୀବନ ତା’ର ସରି ନାହିଁ।
Uncategorisedଇଚ୍ଛାମୟୀsatya4th April 20254th April 2025 by satya4th April 20254th April 20250273 ଇଚ୍ଛାମୟୀBy ସତ୍ୟ ପ୍ରକାଶ ସେଠୀଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। ଚାହିଁକି ସେମାନଙ୍କୁ ମନ ଉହାଡରୁ ଆଉ ତ ଏକାବେଳେକେ
Uncategorisedଶେଖରsatya30th March 202530th March 2025 by satya30th March 202530th March 20250263 ଶେଖର—-by Dr Satya Prakash Sethyଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ
Uncategorisedଆନବାସୀsatya26th March 202526th March 2025 by satya26th March 202526th March 20250237 ଆନବାସୀ—-by Dr Satya Prakash Sethyଏଇଟା ଗୋଟେ ପ୍ରେମ କାହାଣୀ ତ ନୂହେଁ , କିନ୍ତୁ ପ୍ରେମ ସମ୍ପର୍କିତ କିଛି କଥାବସ୍ତୁ ନିଶ୍ଚିତ। ଆପଣ ମାନେ ବିଶ୍ବାସ ନକଲେ ବି ଘଟନାଟି ସତ।ମୁଁ ବାଣୀବିହାରରେ
Uncategorisedବାପାମାନେsatya26th March 202526th March 2025 by satya26th March 202526th March 20250184 ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣାBy Dr Satya Prakash Sethyବାପା। ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା। ବାପା ମାନେ ଢୋ ଢୋଇଆ ଖାରବେଳ, ନିଦାଘର ତାତି। ବାପା ମାନେ ଅସହିଣିର ଝଞ୍ଜା।ସବୁ କରି ସବୁ
Uncategorised ଗଳ୍ପନୀଲଠା ପ୍ରେମsatya28th January 202528th January 2025 by satya28th January 202528th January 20250232 ବାପା ଏକା, ଜେଜେ ବି ଏକା ଥିଲେ। କିନ୍ତୁ ଜଗ ସାତ ଭଉଣୀରେ ଗୋଟିଏ ଭାଇ। ଭାରି ଲାଡଲା, ଏକୋଇରବଳା ବିଶିକେଶନ। ଭାରି ବିଛୁଆତି ଖଣ୍ଡେ । ଯେତକ ଦୁଷ୍ଟାମି ସବୁ ତାରି। ଯାହା
Uncategorised ଗଳ୍ପମୁଁ ଆଉ ତୁମେsatya28th January 202528th January 2025 by satya28th January 202528th January 20250328 ତୁମେ ଆଉ ମୁଁ ତୁମେ ଆଉ ମୁଁ, ମୁଁ ଆଉ ତୁମେ ସେଦିନ ଖୁବ୍ ଆତ୍ମୀୟ ଥିଲେ। ଏକା ସାଙ୍ଗରେ ଏକା ସ୍କୁଲରେ ପାଠ ପଢୁଥିଲେ। ଖେଳଛୁଟି ହେଲେ ଟିଫିନ୍ ବକ୍ସରୁ ଟିଫିନ୍ ଖୋଲି
Uncategorisedମୁଁ ନୋବେଲ ପାଇବିsatya27th January 202527th January 2025 by satya27th January 202527th January 20250168 “ମୁଁ ନୋବେଲ ପୁରସ୍କାର ପାଇବି । ମୁଁ ଓଡିଆରେ ସିନା ଲେଖେ, ଇଂରାଜୀରେ ବି ସନେଟ୍ ଲେଖେ। ତେଣୁ ଶହେ ଆଠ ସନେଟ ଯାହା ଲେଖିଛି ନୋବେଲ ପୁରସ୍କାର ପାଇଁ ପଠାଇବି। ତେଣିକି ମିଳିଲା