Uncategorisedଲେମ୍ବୁ ଦିବସsatya25th August 202025th August 2020 by satya25th August 202025th August 20200538 ଲେମ୍ବୁ ରସ ଦିବସ29 8 20By ସତ୍ୟ ପ୍ରକାଶ ସେଠୀଲେମ୍ବୁ ରସ ଅତି ଉପଯୋଗୀ ହୁଏଅନେକ ରୋଗର ନିଦାନ ସାଜେପ୍ରତ୍ୟେହ ଅନେକ ଖାଆନ୍ତି ତାହାକୁଲେମ୍ବୁ ଲେମ୍ବୁ ବୋଲି ସର୍ବଦା ଭଜେ।।ଲେମ୍ବୁ ଗଛ ପରା ଘରେ
Uncategorisedସଦ୍ଭାବନା ଦିବସsatya21st August 202021st August 2020 by satya21st August 202021st August 20200562 ସଦ୍ଭାବନା ଦିବସBy ସତ୍ୟ ପ୍ରକାଶ ସେଠୀଆଜି ରାଜୀବଙ୍କ ଜନମ ଦିବସପାଳିତ ହେଉଛି ଏଠିସଦ୍ଭାବନା ରୂପେ ପାଳିବା ସମସ୍ତେହୋଇଣ ଆମେ ଏକାଠି। ।।ଜାତି ବର୍ଣ୍ଣ ଧର୍ମ ବିଭିଦତା ଭୁଲିଶାନ୍ତିର ପ୍ରଦୀପ ତୋଳିସଦ୍ଭାବନାର ଉଦ୍ଦାମ ସଙ୍ଗୀତଗାଇବା ସମସ୍ତେ
Uncategorisedମ୍ୟାଲେରିଆ ଦିବସsatya21st August 202021st August 2020 by satya21st August 202021st August 20200543 ମେଲେରିଆ ଦିବସ – 20/8By ସତ୍ୟ ପ୍ରକାଶ ସେଠୀମଶା ମାଛି ବଡ଼ ଶତୃ ପାଲଟିଣରୋଗର ବାହକ ହୁଏଟିକିଏ ସତର୍କ ନ ହେବା ଯେବଣଜୀବନ ନାଶିବେ ସିଏ।।।ମଶା ପ୍ରତି ଆମେ ସତର୍କ ରହିବାମଶାରୀ ଟାଙ୍ଗି ଶୋଇବାଯେଣୁ
Uncategorisedଫଟୋଗ୍ରାଫି ଦିବସsatya21st August 202021st August 2020 by satya21st August 202021st August 20200556 ଫଟୋଗ୍ରାଫି ଦିବସBy ସତ୍ୟ ପ୍ରକାଶ ସେଠୀଆଜି ଫଟୋଗ୍ରାଫି ଦିବସ ପାଳିତସାରା ବିଶ୍ୱ ଦରବାରେଫଟୋଗ୍ରାଫରଙ୍କ ସମ୍ମାନ ସକାଶେଉତ୍ସାହ ପ୍ରଦାନ କରେ।।ଫଟୋ ଉଠାଇବା ନୁହଁଇ କ୍ଷୁଦ୍ରଟିବିରାଟ କଳା ଯେ ସିଏସୁନ୍ଦର ନିଖୁଣ ଫଟୋଟିଏ ପରାକେତେ ଖୁସି ଭରି
Uncategorisedଦେଶର ଶଙ୍କଟ ଘଡିsatya21st August 202025th August 2020 by satya21st August 202025th August 20200519 ଦେଶରେ ଶଙ୍କଟ ଘଡି—-by ସତ୍ୟ ପ୍ରକାଶ ସେଠୀସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେସ୍ଵାଧୀନ ଭାରତବାସୀଦେଶର ସୁରକ୍ଷା ଦେଶ ନିରାପତ୍ତାଆମେ କରିବାରେ ମିଶି।।ବର୍ତ୍ତମାନ ସ୍ଥିତି ଭିନ୍ନ୍ ପରିସ୍ଥିତିବିପନ୍ନ ସୁରକ୍ଷା ସ୍ଥିତିପଡୋଶୀ ରାଷ୍ଟ୍ରର ଶତୃ ଆଚରଣବାମ ହୋଇଲାଣି ମତି।।ଚାଇନା
Uncategorisedପବିତ୍ର ସମ୍ପର୍କsatya21st August 202021st August 2020 by satya21st August 202021st August 20200580 ପବିତ୍ର ସମ୍ପର୍କBy ସତ୍ୟ ପ୍ରକାଶ ସେଠୀଭାଇ ଭଉଣୀର ଉତ୍ସବ ଆଜି ତହର୍ଷଦମୁଖ ସଭିଏଁଭଉଣୀ ବାନ୍ଧିବ ଭାଇର ହାତରେସୁନ୍ଦର କବଚଟିଏ ।।ମନରେ ସରାଗ ଅସୁମାରି ତା’ରତୁଳନା କରିବ କିଏଖୁସିରେ ପାଦ ତା ଲାଗୁ ନାହିଁ ତଳଗେହ୍ଲେଇ