Quotes Uncategorisedଶବ୍ଦ ଯୁଗଳsatya29th December 202027th January 2021 by satya29th December 202027th January 20210563 ଶ୍ରଦ୍ଧା ମୋ ପୁଅ – କୁମାର ଅନିବେଶ – ମୋର ଭାରି ପ୍ରିୟ। ଗେହ୍ଲାବସରର ନାଁଟି ତା’ର କୁନୁ, ତେଣୁ ସମସ୍ତେ ଡାକନ୍ତି ତାକୁ କୁନୁ। ମୁଁ କିନ୍ତୁ ଡାକେ ଧନ। ଭାରି ସରଳ
Uncategorisedପଦେsatya23rd December 202023rd December 2020 by satya23rd December 202023rd December 20200642 ପଦେ କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା, ମୋତି, ମାଣିକାଦି
Uncategorisedମୁଁ ଆଉ କହିବି କ’ଣsatya12th December 202012th December 2020 by satya12th December 202012th December 20200490 ମୁଁ ଆଉ କହିବି କ’ଣ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ,ବ୍ୟାକରଣିକ, ଜୀବନୀ ଚରିତକାର ଶ୍ରୀ ସତ୍ୟ ପ୍ରକାଶ ସେଠୀ ନିଜ ଅନବାଦ୍ଯ ସ୍ରୁଷ୍ଟି ବଳରେ ପାଠକୀୟ ଆଦୃତି ଲାଭ କରିବା ସହ ଓଡିଆ ସାହିତ୍ୟ
Uncategorisedକାନ୍ତକବି ଲକ୍ଷ୍ମୀକାନ୍ତsatya8th December 20208th December 2020 by satya8th December 20208th December 20200504 କାନ୍ତକବି ଲଷ୍ମୀକାନ୍ତଭିନ୍ନ ଏକ ପ୍ରତିଭା——-By ସତ୍ୟ ପ୍ରକାଶ ସେଠିଭଦ୍ରକ ମାଟି ହେଉଛି କଳା ସଂସ୍କୃତିର ମାଟି। ଯେଉଁଠି ଯାତ୍ରା ସାମ୍ରାଜ୍ୟର ସମ୍ରାଟ ଶ୍ୟାମ ସୁନ୍ଦର ମହାପାତ୍ର ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପରି ମହାନ
Uncategorisedଅଟଳଜୀsatya8th December 20208th December 2020 by satya8th December 20208th December 20200467 ଅଟଳ ମହାମେରୁBy ସତ୍ୟ ପ୍ରକାଶ ସେଠୀଅଟଳ ବିହାରୀ ବଜାପେୟୀ ଭାରତ ବର୍ଷର ଇତିହାସରେ ଏକ ଅଦ୍ୱିତୀୟ ପରିଚାୟକ। ସେ ଏକାଧାରରେ ଜଣ ସୁସାହିତ୍ୟିକ, କବି, ପ୍ରାବନ୍ଧିକା, ପତ୍ରକାର, ରାଜନୀତି ବିଶାରଦ, ପ୍ରବିଣ ରାଜନୀତିଜ୍ଞ, ସୁସଂଗଠକ,
Uncategorisedଗୁରୁଜୀsatya8th December 20208th December 2020 by satya8th December 20208th December 20200504 ଗୁରୁଜୀ-ଫକୀରରବିନ୍ଦ୍ର ସାର୍ ଙ୍କ ଘର ପଦ୍ମପୁରଶିକ୍ଷକତା ପେଶା ଜଣାଇଂରାଜୀ ଭାଷାରେ ଅଗାଧ ଜ୍ଞାନଟିଗୁଣୀ ଜନେ ପରା ଗଣା।।ଏଡିକି ବିଶାଳ ହୃଦୟ ଯେ ତାଙ୍କବିସ୍ମୃତ ହୁଏନା ମନଛାତ୍ର ବତ୍ସଳତା ସହୃଦୟବାନସେଇ ଏକା ମହାଜନ।।ଯାହାଙ୍କ ବିୟୋଗେ ଶୋକାକୁଳ
Uncategorisedଭାବୀsatya8th December 20208th December 2020 by satya8th December 20208th December 20200481 ମୁଁ କବି ବୋଲି ଯେ କବିତା ଲେଖିବିସେ କଥା ହୋଇ ପାରିବନିତେବେ ବି ତୁମର କବିତା ଶୁଣିବାଇଛାଟା ଆଦୌ ଥମୁନି।।ସେଥିଲାଗି ତେଣୁ ଗାଇବି ଧାଡିଏଭଲ ଲାଗିଲେ ତ ତାଳିନୋହିଲେ ମିଳିବ ନିଶ୍ଚୟ ମୋତେ ତପୁଳାଏ
Uncategorisedସ୍ଵର୍ଗତଃ ଭୈରବ ଚନ୍ଦ୍ରsatya8th December 20208th December 2020 by satya8th December 20208th December 20200512 ସ୍ଵର୍ଗତଃ ଭୈରବ ଚନ୍ଦ୍ର ମହାପାତ୍ର—–by ସତ୍ୟ ପ୍ରକାଶ ସେଠୀଶୋଭା ସୁଷମାରେ ସୁଶୋଭିତ ଗାଁ, ବ୍ରାହ୍ମଣୀ ଗାଁ।ଭାରି ମନୋଲୋଭା ତାର କାନ୍ତି, ଦୀପ୍ତିମୟୀ ତାର ଆଭା । ପ୍ରକୃତିର ରଙ୍ଗଶାଳା, ନାନା ରଙ୍ଗେ ରଙ୍ଗାୟିତ ଏଇ