Satya Prakash
Uncategorised

ଭାବୀ

ମୁଁ କବି ବୋଲି ଯେ କବିତା ଲେଖିବି
ସେ କଥା ହୋଇ ପାରିବନି
ତେବେ ବି ତୁମର କବିତା ଶୁଣିବା
ଇଛାଟା ଆଦୌ ଥମୁନି।।
ସେଥିଲାଗି ତେଣୁ ଗାଇବି ଧାଡିଏ
ଭଲ ଲାଗିଲେ ତ ତାଳି
ନୋହିଲେ ମିଳିବ ନିଶ୍ଚୟ ମୋତେ ତ
ପୁଳାଏ ଖଣ୍ଡ ତ ଗାଳି।।
ହେଲେ ଗାଳି ହେଉ ଅବା ସେ ତ ତାଳି
କପେ ଚା ପାଇଁ ଲେଖିବି
ସେତିକି ମିଳିଲେ ଧନ୍ଯ ମଣିବିଟି
ଊଣା କରିବନି ଭାବି ।।

Related posts

ପବିତ୍ର ସମ୍ପର୍କ

satya

Watch “Happy Diwali” on YouTube

satya

Check this out at Amazon

satya

Leave a Comment

Login

X

Register