କବିତାକିଏ ସେହୁ ବିଚାରବନ୍ତsatya19th January 2019 by satya19th January 20190703 କିଏ ସେ ସେହୁ ବିଚାରବନ୍ତ —by ସତ୍ୟ ପ୍ରକାଶ ସେଠୀ ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟଟି କଥାର ଭଲ ମନ୍ଦ ନ ବିଚାରି ଦୋଷ ଦୁର୍ବଳତା ଥୋଇଥାଏ ବାଛି ହେଲେ ନିଷ୍କର୍ଷ ପାରେନି ତ
କବିତାସ୍ମୃତିsatya19th January 2019 by satya19th January 201901126 ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ
କବିତାବୁଦ୍ଧିsatya19th January 2019 by satya19th January 20190959 ବୁଦ୍ଧି —by ସତ୍ୟ ପ୍ରକାଶ ସେଠୀ ସିଗାରେଟ୍ କ୍ଷତିକର ସ୍ୱାସ୍ଥ୍ୟ ପକ୍ଷେ ସତର୍କତା ଅବଲମ୍ବନ ବିଧାନେ ଲେଖା ହୋଇଛି ଗୋଟେ ଏଡୁ ଅକ୍ଷରେ ଗାଳି ନୁହଁ ସେ ଯେ ଅଧିକ ପ୍ରସାରେ ସାମଗ୍ରୀ ପ୍ରଚାରେ
କବିତାଆଖି ସାମ୍ନାରେ ଦେଖୁଛି ଦୁନିଆଟା କିପରିsatya19th January 2019 by satya19th January 20190856 ଆଖି ସାମ୍ନାରେ ଦେଖୁଛି —by ସତ୍ୟ ପ୍ରକାଶ ସେଠୀ Things I can see from where I’m sitting now ମୁଁ ଏଇଠି ବସିଛି, ହେଲେ ଆଖି ସାମ୍ନାରେ ଦେଖୁଛି ଦୁନିଆରେ କେଉଁଠି
କବିତାନିତି ପ୍ରଣତୀsatya18th January 2019 by satya18th January 20190898 ନିତି ପ୍ରଣତୀ —-by ସତ୍ୟ ପ୍ରକାଶ ସେଠୀ ସେଦିନ କି ସୁନ୍ଦର ଥିଲା ମୋ ମାଆର କଥା ଗୀତି ଆଜିବି ସୁନ୍ଦର ଅଛି ବୋଧେ କେବଳ ତା’ରି ସ୍ମୃତି। ଖାଲି ନାହିଁ ସିଏ ସିନା
କବିତାଭିନ୍ନ୍ ଏକ ନୂଆ ଗଢା ସମାଜsatya17th January 2019 by satya17th January 20190706 ଭିନ୍ନ୍ ଏକ ନୂଆ ଗଢା ସମାଜ —-by ସତ୍ୟ ପ୍ରକାଶ ସେଠୀ ଏଠି ତ ଭିନ୍ନ୍ ଏକ ପରିସ୍ଥିତି ଭିନ୍ନ୍ ଏକ ନୂଆ ଗଢା ସମାଜ ସବୁ ସମ୍ପ୍ରତି ଭିନ୍ନ୍ ଏକ ମୋଡ଼ ଗାଁଠୁ
କବିତାଅବୁଝା ଶିଶୁsatya17th January 2019 by satya17th January 20190712 ଅବୁଝା ଶିଶୁ —–by ସତ୍ୟ ପ୍ରକାଶ ସେଠୀ ଆସିଛୁରେ ଏକା ଯିବୁ ତୁ ଏକା କାହାକୁ ତୋର ଅପେକ୍ଷା ଜୀବନଟା ସାରା ଯାହାବି ପାଇଛୁ ସବୁ ସିନା ପ୍ରତାରଣା।। 1 ଖୋଜିଛୁ କେତେ ତ
କବିତାଆମ ଗାଁ ହାଲଚାଲsatya16th January 2019 by satya16th January 20190805 ଆମ ଗାଁ ହାଲଚାଲ —by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ହାଲଚାଲ ବେଶ୍ ମଜାଦାର ଏବେ ସହରଠୁ ଗାଁ ହେଲାଣି ବେହାଲ୍ ଏଠି ଆଉ ନାହିଁ ସାହୁକାର ଜମିଦାର ହେଲେ ଦଳାଦଳି ରାଜନୀତି
କବିତାଅହମିକାsatya16th January 2019 by satya16th January 20190744 ଅହମିକା —by ସତ୍ୟ ପ୍ରକାଶ ସେଠୀ ସ୍ରୁଷ୍ଟିର ବୈଚିତ୍ର୍ୟ ଏଯାଏଁ ପାରିନି ବୁଝି ତଥାପି ବୃଥା ଆସ୍ଫାଳନେ ନାହିଁ କାହିଁ କମି ଅକାଶର କୋଟି କୋଟି ଗ୍ରହ ଉପଗ୍ରହ କୀଟ ପତଙ୍ଗ ପ୍ରାଣୀ ଓ
କବିତାଆଶୟsatya16th January 2019 by satya16th January 20190747 ଆଶୟ —-by ସତ୍ୟ ପ୍ରକାଶ ସେଠୀ ସ୍ତ୍ରୀ ଛୁଆ ପିଲା ହେଲେଣି ଖପ୍ପା ଘରେ କେଟେ କେଟେ ନିତି ସମୟଟା ଯାଏ ତା’ ବାଟେ ବାଟେ ହିସାବ ପାରେନି ରଖି।। 1 ଲେଖିଲେ କେବା