କବିତାସ୍ମୃତିsatya19th January 2019 by satya19th January 201901129 ସ୍ମୃତି ତୁମେ ଆସ …. ନିଶାର୍ଦ୍ଧରେ ରାତିର ଝଡ଼ ହୋଇ ମୋ ପଢ଼ା ଟେବୁଲ ପାଖ ଝରକା ବାଟ ଦେଇ ଆସ ମୁଁ ଶୁଣିଛି ତୁମକୁ ତୁମେ ବିଳିବିଳି ହେଉଥିବାର ଘୁମନ୍ତ ମେଘର ଗର୍ଜନରେ