କବିତାଅହମିକାsatya16th January 2019 by satya16th January 20190720 ଅହମିକା —by ସତ୍ୟ ପ୍ରକାଶ ସେଠୀ ସ୍ରୁଷ୍ଟିର ବୈଚିତ୍ର୍ୟ ଏଯାଏଁ ପାରିନି ବୁଝି ତଥାପି ବୃଥା ଆସ୍ଫାଳନେ ନାହିଁ କାହିଁ କମି ଅକାଶର କୋଟି କୋଟି ଗ୍ରହ ଉପଗ୍ରହ କୀଟ ପତଙ୍ଗ ପ୍ରାଣୀ ଓ