କବିତାଗୀତ ଗୋବିନ୍ଦ ଓ କବି ଜୟଦେବsatya6th May 2019 by satya6th May 201901194 ଗୀତ ଗୋବିନ୍ଦର ରଚୟିତା ପରା ଓଡ଼ିଶାର ଜୟଦେବ ଯାହାଙ୍କର ଲାଗି ପାଳିତ ହେଉଛି ଆଜିର ଜନ୍ମ୍ ଉତ୍ସବ।। 1 ବାସ୍ତରୀଟି ଶ୍ଲୋକେ ବାରଟି ଆଧାୟେ ମହା କାବ୍ୟଟିଯେ ଲେଖା ଯହିଁ ରହିଅଛି ଚବିଶଟି ଗୀତ
କବିତାବୁଦ୍ଧିsatya19th January 2019 by satya19th January 20190952 ବୁଦ୍ଧି —by ସତ୍ୟ ପ୍ରକାଶ ସେଠୀ ସିଗାରେଟ୍ କ୍ଷତିକର ସ୍ୱାସ୍ଥ୍ୟ ପକ୍ଷେ ସତର୍କତା ଅବଲମ୍ବନ ବିଧାନେ ଲେଖା ହୋଇଛି ଗୋଟେ ଏଡୁ ଅକ୍ଷରେ ଗାଳି ନୁହଁ ସେ ଯେ ଅଧିକ ପ୍ରସାରେ ସାମଗ୍ରୀ ପ୍ରଚାରେ
କବିତାଆଶୟsatya16th January 2019 by satya16th January 20190738 ଆଶୟ —-by ସତ୍ୟ ପ୍ରକାଶ ସେଠୀ ସ୍ତ୍ରୀ ଛୁଆ ପିଲା ହେଲେଣି ଖପ୍ପା ଘରେ କେଟେ କେଟେ ନିତି ସମୟଟା ଯାଏ ତା’ ବାଟେ ବାଟେ ହିସାବ ପାରେନି ରଖି।। 1 ଲେଖିଲେ କେବା
କବିତାନା ଲୋ ବୋଉ!satya16th January 2019 by satya16th January 20190908 ନା ଲୋ ବୋଉ! —by ସତ୍ୟ ପ୍ରକାଶ ସେଠୀ ସେଦିନ ମୋତେ କହୁ ନଥିଲୁ ନା ଲୋ ବୋଉ! ତୁ ଏମିତି ବଡ଼ ହେଲେ କେତେ ତ ଲେଖିବୁ ମୁଁ ତୋ ପାଖରୁ ଭୂତ
କବିତାଦୁର୍ଗତିନାଶିନୀ durgatinadinisatya11th October 201813th October 2018 by satya11th October 201813th October 20180833 ଜୟ ଜୟ ମାଆ ଦୁର୍ଗତିନାଶିନୀ ଦଶଭୁଜା ପରା ତୁଇ ଦୁଷ୍ଟ ବିନାଶିନୀ ଶିଷ୍ଟ ପାଳି ଥାଉ ପରାଭବ ଦୃଷ୍ଟେ ଦେଇ।। 1 କଳିକାଳ ଏହି ଘୋର ବିପର୍ଯ୍ୟୟ ବିପଥଗାମିନୀ ଜନ ଇନ୍ଦ୍ର ଚନ୍ଦ୍ର କିଛି
କବିତାମୋ ଗାଁ ତମାଳ ବନ mo gaon tamal bansatya9th October 201810th October 2018 by satya9th October 201810th October 201830 3381 କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ ଘେରା ମୋ ଗାଆଁ ଉଦ୍ୟାନ ଭାରି ମନଲୋଭା ଦୀପ୍ତିମୟୀ କାନ୍ତି ମୋ ଗାଆଁ ତମାଳ ବନ।। 1 ସେଠି ବର ଲିମ୍ବ ଡାଳ ନଇଁ ପଡ଼େ ମାଟି ଉପରକୁ
କବିତାଲାଲ ବାହାଦୂର Lal bahadursatya1st October 20181st October 2018 by satya1st October 20181st October 201802141 ଲାଲ ବାହାଦୂର ଶାସ୍ତ୍ରୀ ଥିଲେ ପରା ଏ ଦେଶେ ପ୍ରଧାନମନ୍ତ୍ରୀ ଜୟ ଜବାନ ଓ ଜୟ କିଷାନଟି ଥିଲା ବାଣୀ ହୃଦ୍ ତନ୍ତ୍ରୀ।। 1 ଭାରତ ସ୍ଵାଧୀନ ହେଲା ପରେ ସେ ଯେ ପ୍ରଥମ
କବିତାଗାନ୍ଧୀ ଜୟନ୍ତୀ Gandhi Jayantisatya1st October 20182nd October 2018 by satya1st October 20182nd October 20183 2340 ଅକ୍ଟୋବର ଦୁଇ ପାଳିତ ଦେଶରେ ଜୟନ୍ତୀ ଗାନ୍ଧୀ ମହାତ୍ମା ଗୁଜୁରାଟ ରାଜ୍ୟେ ପୋର୍ ବନ୍ଦରଠିଁ ଜନ୍ମି ଥିଲେ ଯୋଗଜନ୍ମା।। 1 ନୁହଇଁ କେବଳ ଭାରତ ମାଟିରେ ଅନ୍ୟାୟର ବିରୋଧରେ କରିଥିଲେ ସେ ଯେ ସ୍ଵର
କବିତାବନ୍ଧୁ bandhusatya30th September 201830th September 2018 by satya30th September 201830th September 201801970 ମୁଁ କାଁ ଭଲପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବ ସତ୍ତାକୁ ତା’ର ମନଖୋଲା ମିଠା ସିଠା କେଇପଦ କଥାକୁ ଦୁଃଖ ବା ସୁଖରେ ତା’ ସହ ବ୍ୟୟିତ ମୁହୂର୍ତ୍ତକୁ