କବିତାବୁଦ୍ଧିsatya19th January 2019 by satya19th January 20190924 ବୁଦ୍ଧି —by ସତ୍ୟ ପ୍ରକାଶ ସେଠୀ ସିଗାରେଟ୍ କ୍ଷତିକର ସ୍ୱାସ୍ଥ୍ୟ ପକ୍ଷେ ସତର୍କତା ଅବଲମ୍ବନ ବିଧାନେ ଲେଖା ହୋଇଛି ଗୋଟେ ଏଡୁ ଅକ୍ଷରେ ଗାଳି ନୁହଁ ସେ ଯେ ଅଧିକ ପ୍ରସାରେ ସାମଗ୍ରୀ ପ୍ରଚାରେ