କବିତାଆମ ଗାଁ ହାଲଚାଲsatya16th January 2019 by satya16th January 20190791 ଆମ ଗାଁ ହାଲଚାଲ —by ସତ୍ୟ ପ୍ରକାଶ ସେଠୀ ଆମ ଗାଁ ହାଲଚାଲ ବେଶ୍ ମଜାଦାର ଏବେ ସହରଠୁ ଗାଁ ହେଲାଣି ବେହାଲ୍ ଏଠି ଆଉ ନାହିଁ ସାହୁକାର ଜମିଦାର ହେଲେ ଦଳାଦଳି ରାଜନୀତି
ଗଳ୍ପଫୁସିଆ ମାଆsatya19th October 201823rd November 2018 by satya19th October 201823rd November 201801117 ଫୁସିଆ ମାଆ ——by ସତ୍ୟ ପ୍ରକାଶ ସେଠୀ ଆଜି ମୁଁ ଭାରି ଏକା। ସ୍ତ୍ରୀ ବାପ ଘରକୁ , ଛୁଆ ମାମୁଁ ଘରକୁ – ଯାଇଛନ୍ତି। ଅବଶ୍ୟ ସାଙ୍ଗରେ ଯିବା ପାଇଁ ସେମାନେ ମୋତେ
ଗଳ୍ପଗାଁରୁ ଫେରୁଛି, ଗାଁ ହଜିଛି ।satya7th September 20188th September 2018 by satya7th September 20188th September 20180796 ସେଦିନ ଭଦ୍ରକରୁ ଭୁବନେଶ୍ୱର ଯିବାର ଥାଏ । ଏକ୍ସପ୍ରେସ୍ ଟ୍ରେନ୍ଟା ଡ଼େରିଥାଏ । ଲୋକାଲ୍ ଟ୍ରେନରେ ବସି ପଡ଼ିଲି । ସେପଟେ ଟିକିଏ ଭିଡ଼ଥାଏ । ଦଳେ ଗାଁଉଁଲି ଲୋକ ବସିଥାନ୍ତି; ସେଇଠି ବସି
Bookଆତ୍ମ ଜୀବନୀ Auto biographysatya27th August 201812th October 2018 by satya27th August 201812th October 20183 4328 ବ୍ଯକ୍ତିଗତ ତଥ୍ୟ ସବିଶେଷ : ନାମ – :ସତ୍ୟ ପ୍ରକାଶ ସେଠୀ ଡାକ ନାଁ – :ବାବୁଲା ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ ଥାନା /ତହସିଲ୍ /ଉପଖଣ୍ଡ
କବିତାଗାଁ ମାମଲତକାରsatya25th August 201825th August 2018 by satya25th August 201825th August 20180834 ଆମ ଗାଁ ମାମଲତକାର ଟିକେ ଧୋବଧୋବଲିଆ ପଇସା ଚୋର ବାଡ଼ି କଖରୁକୁ ଅନିସା ତା’ର ଟଙ୍କା ଶହେକେ ମୁଣ୍ଡ ବିକ୍ରି ହୁଏ ଅଣ୍ଟା ଚାରିପଟେ ଟଙ୍କା ନଥିଲେ ଗରୀବ ବାପୁଡ଼ା ବୁଡ଼ିକି ମରେ କଳାକୁ
କବିତାପ୍ଲାନେଡ଼ ଭିଲେଜ୍satya25th August 201825th August 2018 by satya25th August 201825th August 20180727 ଯେଉଁଠି ଶତାଂଶ ଅଶି ଭାଗ ଲୋକେ ଅଶିକ୍ଷା, ତିତିକ୍ଷା ଅନ୍ଧକାରେ ରହେ ସେ ଗାଁ ପରିମଳ ନିର୍ମଳ ନ ହେଲେ ଦେଶର ପ୍ରଗତୀ କି ଆଉ ସମ୍ଭବ? ବୁଭୂକ୍ଷା ଜନିତ ହତାଶାରେ ଆମେ ସଢେ