ଗଳ୍ପଶେଷରେ ଶେଷ ସଂଳାପsatya5th January 201910th January 2019 by satya5th January 201910th January 201901114 ଡାଏରୀ ପୃଷ୍ଠାରୁ——- କାହିଁକି ମୋର ଆଜି କ’ଣ ହୋଇଛି କେଜାଣି, ମୁଁ ଆଜି ବେଶ୍ ଭାରାକ୍ରାନ୍ତ ମନେହେଉଛି। ମନେ ହେଉଛି ମୁଁ ନିରାଶ୍ରୟ ଜନ । ମୁଁ ଏକାନ୍ତ ନିସ୍ଵ। ମୋର ସତେ
କବିତାନୂଆ ବରଷ ବରଷ ଉଣେଇଶିsatya31st December 20181st January 2019 by satya31st December 20181st January 201901185 Wish u all the best Happy New year 2019 ବିଗତକୁ ବାଏ ଆଗତକୁ ହାଏ ଦୁଃଖ କିନ୍ତୁ ସଦା ହଟୁ ସୁଖ ସମୃଦ୍ଧିରେ ଦିନ କଟି ଯାଉ ଶାନ୍ତି ଅହରହ ଜୁଟୁ।।1
ଗଳ୍ପମୁଁ ବାହା ହେବିsatya26th December 201826th December 2018 by satya26th December 201826th December 201801544 ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା
ଗଳ୍ପଆମ କଲୋନୀର ହାଲଚାଲsatya30th November 20181st December 2018 by satya30th November 20181st December 20185 1346 ଆମ କଲୋନୀର ହାଲଚାଲ —–by ସତ୍ୟ ପ୍ରକାଶ ସେଠୀ ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ପ୍ରଭାବ ଓ ପ୍ରସାର ଫଳରେ ଏବର ଗ୍ରାମ୍ୟ ସଭ୍ୟତା ପ୍ରୟତଃ ଭାଙ୍ଗି ଯାଉଛି ବା ନୂଆ କରି ସହରୀ
ଗଳ୍ପପାନ ବାଲି ଝିଅ pana bali jhiasatya11th November 201811th November 2018 by satya11th November 201811th November 20184 1842 ପାନବାଲି ଝିଅ ——+by ସତ୍ୟ ପ୍ରକାଶ ସେଠୀ ମୁଁ ବାପା ମାଆଙ୍କର ଗୋଟାଏ ବୋଲି ଝିଅ। ତଳେ ଉପରେ କି ମୋର ଦୁଇଟା ଭାଇ। ଜଣଙ୍କୁ କାନ ମୋଡ଼ି ମୁଁ ଶାସନ କରେ। ଆଉ
ଗଳ୍ପଆମ ସ୍ୱୟଂ ସହାୟିକା ଗୋଷ୍ଠୀsatya8th September 20189th September 2018 by satya8th September 20189th September 20180744 ସେଦିନ ମାର୍ଗଶିର ମାସ ଗୁରୁବାର । ଆଗ ରାତିରୁ ଛୁଆବୋହୂଟାକୁ ନିଦ ନାହିଁ । ସଅଳ ବିଛଣାରୁୂ ଉଠି ପଡ଼ି ବାସି ପାଇଟିରେ ଲାଗି ଯାଇଥାଏ । ଘରଦ୍ୱାର ଲିପା ପୋଛା ସାରିଲେ ତେଣିକି
ଗଳ୍ପଅସ୍ତାଚଳର ସୂର୍ଯ୍ୟsatya8th September 20189th September 2018 by satya8th September 20189th September 20180882 ଗୋଧୂଳିର କ୍ଷୀଣପ୍ରଭା ରବି । ଅସ୍ତାଚଳର ସିଂହାସନ ବ୍ୟସ୍ତଥିଲା ବୁଣିବାରେ ରକ୍ତ ମୁରୁଜର ନୀଡ଼ ।ସୁନା ପତିରିଆ ଖରା ତଳେ ଛିଡ଼ା ହୋଇ ହସି ଉଠିଲେ ବୃଦ୍ଧ ସୂର୍ଯ୍ୟମଣି-ସଇତାର ଭାଇ । ଅସ୍ତାଚଳର ଦୋଳିରେ
ଗଳ୍ପକିଛି କଥାsatya8th September 20188th September 2018 by satya8th September 20188th September 20180722 ପ୍ରବନ୍ଧ ଓ କବିତା ଭଳି ଗଳ୍ପରେ ଲେଖକ ନିଜକୁ ନିଜେ ଖୋଜି ଆବିଷ୍କାର କରିପାରେ ନାହିଁ । କାରଣ ଏଠି ତା’ର ସ୍ୱଚ୍ଛନ୍ଦ ବିହାରରେ ବାଧା ଉପୁଜେ । ଚରିତ୍ର ମାଧ୍ୟମରେ ନିଜ ହୃଦୟର
ଗଳ୍ପପ୍ରାକ୍କଥନsatya8th September 201814th September 2018 by satya8th September 201814th September 20180754 ସତ୍ୟ ପ୍ରକାଶ ସେଠୀଙ୍କ ଗଳ୍ପ ସଂକଳନରେ ଚଉଦଟି ଗଳ୍ପ ରହିଛି । ଏସବୁ ଗଳ୍ପ ପଢ଼ିବା ପରେ ମୋର ହୃଦ୍ବୋଧ ହୋଇଛି ଯେ କବିତା ଅପେକ୍ଷା ସେ ଗଳ୍ପ ଜଗତରେ ଅଧିକ ଖ୍ୟାତି ଅର୍ଜ୍ଜନ
ଗଳ୍ପକାଳିସୀsatya7th September 20187th September 2018 by satya7th September 20187th September 20180885 ଆମେ ଆଜି କାଲି ସମସ୍ତେ ସହରୀ । ଗାଁ କୁ ବର୍ଷେ / ଛଅ ମାସରେ କେବେ ଥରେ ଯାଏ । ପୁଣି ଅଳ୍ପ ସମୟ ରହେ । ଗାଁ ସହ ଆମର ସଂପର୍କ