ଗଳ୍ପଦିନନାଥ ବିଦ୍ୟାନିକେତନsatya30th November 20197th December 2019 by satya30th November 20197th December 20190605 ଦିନନାଥ ବିଦ୍ୟା ନିକେତନ… ପୀତବାସ ସେଦିନ ଗାଁକୁ ଆସିଥିଲେ। ଦୂର୍ଗା ପୂଜା ଛୁଟି ଘଡି, ତେଣୁ ଲମ୍ବା ଛୁଟି ହାତରେ। ପେଶାରେ ସେ ଜଣେ ଶିକ୍ଷକ। ପିଲାଟି ଦିନରୁ ଖୁବ୍ ଗରୀବ। ତେଣୁ ଅନେକ
ଗଳ୍ପଆକଟsatya30th November 2019 by satya30th November 20190621 ଆକଟ —-by ସତ୍ୟ ପ୍ରକାଶ ସେଠୀ -“ଟୁ ଟୁ ଯା ଫୋର, ଏଥର ଅଙ୍କ ଖାତା ରଖି ଦିଅ! ଆମେ ଇଂରାଜୀ ରାଇମସ୍ ଶିଖିବା” । -ନାଇଁ ମୋତେ ନିଦ। ମୁଁ ଖେଲିବି। କାର୍ଟୁନ୍
ଗଳ୍ପଆରମ୍ଭsatya30th November 2019 by satya30th November 20190662 ଆରମ୍ଭ —by ସତ୍ୟ ପ୍ରକାଶ ସେଠୀ ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ରମା ବି ପଢୁଥାଏ। ରମାଟା ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ
କବିତାତୁମରି ସାନ୍ନିଧ୍ୟ ବଡ଼satya27th November 2019 by satya27th November 20192 973 ତୁମରି ସାନ୍ନିଧ୍ୟ ବଡ଼ By ସତ୍ୟ ପ୍ରକାଶ ସେଠୀ ସାଇ ତୁମେ ସଦା ରହସ୍ୟ ଘେରରେ ଖୋଜିଲେ ମିଳନା କାହିଁ ଖୋଜିଛି ତୁମକୁ କେତେ ଆଡ଼େ ହୋଇ କେଉଁଠି ପାଇଲି ନାହିଁ।। ମାନବବାଦର ଜୟଗାନ
କବିତାତୁମେ ଏ ନାଟକେ…satya27th November 2019 by satya27th November 20190880 ତୁ ଏଇ ନାଟକେ… By ସତ୍ୟ ପ୍ରକାଶ ସେଠୀ ତୁ ଏଇ ନାଟକେ ମହାନ ନାୟକ ମୁଁ ଗୋଟେ କଳାକାର ତୁମ ଅଭିନୀତ ନାଟକରେ ମୋର ଭୂମିକାଟି କିନ୍ତୁ କ୍ଷୁଦ୍ର।। ତୁମେ ନାଟ୍ୟକାର ପୁଣି
ଗଳ୍ପପ୍ରଥମ ପ୍ରେମsatya27th November 2019 by satya27th November 20190893 ପ୍ରଥମ ପ୍ରେମ By ସତ୍ୟ ପ୍ରକାଶ ସେଠୀ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ବରରେ ରାଜଧାନୀ କଲେଜ, ମୋ କଲେଜ। ସେଦିନ ସେଇଠି ମୋର, ମୋ କଲେଜ ଜୀବନ ଆରମ୍ଭ ହୋଇଥିଲା। ନୂଆ ସହର। ଲୋକ
English PoemChild marriagesatya27th November 2019 by satya27th November 20191831 There were many social dogmas and evils in the past Indian prevelant society for which many preachers and and advocates of social change raise their
କବିତାଗୃହ ପ୍ରବେଶsatya27th November 2019 by satya27th November 20190866 ଗୃହ ପ୍ରବେଶ —-by ସତ୍ୟ ପ୍ରକାଶ ସେଠୀ ଉଦଘାଟନର ଉତ୍ସବଟି ସତେ ବହୁ ପ୍ରତୀକ୍ଷିତ ଥିଲା ମାସ ମାସ କରି ବରଷ ଗୋଟାକ କେତେବେଳେ ବିତିଗଲା।। ଯାହା ବି ହେଉ ସେ ଏଥରକ ଆମ
ଗଳ୍ପହେତୁ ଓ ସେତୁsatya27th November 2019 by satya27th November 20190669 ହେତୁ ଓ ସେତୁ —by ସତ୍ୟ ପ୍ରକାଶ ସେଠୀ ବହୁଦିନ ପରେ ପାଞ୍ଚ ଖଣ୍ଡି ଗାଁ ରୁ ପଚିଶ ଭଦ୍ରଲୋକ ଏକାଠି ହେଲେ, ଗୋଟେ ନ୍ୟାୟ ଦରବାର ବସିଲା। ସରପଞ୍ଚ ବାବୁଙ୍କ ଇଜିଲାସରେ ଏହି
ଗଳ୍ପବୈଜ୍ଞାନିକର ଲକ୍ଷ୍ୟsatya24th November 2019 by satya24th November 20190583 ବୈଜ୍ଞାନିକର ଲକ୍ଷ୍ୟ —-by ସତ୍ୟ ପ୍ରକାଶ ସେଠୀ ସେଦିନ ଜଣେ ଭଦ୍ରଲୋକ ଟ୍ରେନରେ ଦୀର୍ଘ ପାଥ ଯାତ୍ରା କରୁଥିଲେ। ବେଶ ପରିପାଟିରୁ ଜଣେ ସମ୍ରାନ୍ତ ପରିବାରର ଲୋକ ପରି ତ ମନେ ହେଉଥିଲେ। ମନେ