Satya Prakash
କବିତା

ତୁମେ ଏ ନାଟକେ…

ତୁ ଏଇ ନାଟକେ…
By ସତ୍ୟ ପ୍ରକାଶ ସେଠୀ
ତୁ ଏଇ ନାଟକେ ମହାନ ନାୟକ
ମୁଁ ଗୋଟେ କଳାକାର
ତୁମ ଅଭିନୀତ ନାଟକରେ ମୋର
ଭୂମିକାଟି କିନ୍ତୁ କ୍ଷୁଦ୍ର।।
ତୁମେ ନାଟ୍ୟକାର ପୁଣି ନିର୍ଦ୍ଦେଶକ
ତୁମେ ଚାହିଁଲେଟି ଯାହା
ନିର୍ଦ୍ଦେଶନା ଲାଗି ରହିଛି ଅଟକି
ମିଳୁନାହିଁ କାହିଁ ତାହା।।
ମିଳିଲେ ଲଂଘିବି ଗିରି ସମୁଦ୍ରଟି
ହେଉ ପଛେ କଷ୍ଟ ମୋତେ
ପଟୁ କଳାକାର ହେବା ଲକ୍ଷ୍ୟ ରଖି
ଧାଉଁ ଅଛି ପଛେ ଏତେ ।।
27. 11.2019.

Related posts

କୋଣାର୍କ konark temple

satya

ନୁଆଁଣିଆ ଚାଳ

satya

ପୃଥିବୀ ପଶୁ ଦିବସ

satya

Leave a Comment

Login

X

Register