Satya Prakash
କବିତା

ଅଟଳଜୀ! ଫେରି ଆସ ତୁମେ

ଆହେ ବାଜପେୟୀ ଅଟଳ ବିହାରୀ

ଦୃଢ ନିଶ୍ଚୟ କି ମନ

ଦୁଃଖ ସାଗରରେ ଭସାଇ ଦେଇଣ

ତୁମେ ଛାଡ଼ି କାହିଁ ଗଲ?

ତୁମରି ସ୍ମୃତିରେ ମନ ହାଇଁପାଇଁ

ମନୁ କାଁ ପାରୁନି ଭୂଲି

ଭାରତ ମାତାର ଏଡ଼େ ଭାଗ୍ୟ ପୁଣି

ପାଇବ ତୁମକୁ ଫେରି?

ଫେରି ଆସ ତୁମେ ଅଟଳ ବିହାରୀ

ଏ ଦେଶ ତୁମକୁ ଝୁରେ

ଝୁରୁଥିବ ସଦା ଏ ମାଟି ପବନ

ତୁମ କୀର୍ତ୍ତି ଥିବା ଯାଏଁ।।

Related posts

ଭୋଟ ନିଶ୍ଚେ ଦେବା

satya

ପ୍ଲାନେଡ଼ ଭିଲେଜ୍

satya

ଆଶୟ

satya

Leave a Comment

Login

X

Register