କବିତାତୁମରି ସାନ୍ନିଧ୍ୟ ବଡ଼satya27th November 2019 by satya27th November 20192 966 ତୁମରି ସାନ୍ନିଧ୍ୟ ବଡ଼ By ସତ୍ୟ ପ୍ରକାଶ ସେଠୀ ସାଇ ତୁମେ ସଦା ରହସ୍ୟ ଘେରରେ ଖୋଜିଲେ ମିଳନା କାହିଁ ଖୋଜିଛି ତୁମକୁ କେତେ ଆଡ଼େ ହୋଇ କେଉଁଠି ପାଇଲି ନାହିଁ।। ମାନବବାଦର ଜୟଗାନ