ଗଳ୍ପପ୍ରଥମ ପ୍ରେମsatya27th November 2019 by satya27th November 20190886 ପ୍ରଥମ ପ୍ରେମ By ସତ୍ୟ ପ୍ରକାଶ ସେଠୀ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ବରରେ ରାଜଧାନୀ କଲେଜ, ମୋ କଲେଜ। ସେଦିନ ସେଇଠି ମୋର, ମୋ କଲେଜ ଜୀବନ ଆରମ୍ଭ ହୋଇଥିଲା। ନୂଆ ସହର। ଲୋକ