କବିତାNutrition daysatya15th June 202115th June 2021 by satya15th June 202115th June 20210398 Nutrition day-1st SeptBy ସତ୍ୟ ପ୍ରକାଶ ସେଠୀ ଦାରିଦ୍ର୍ଯର କରାଳ ଛାୟା ଯେମନରେ ଭରିଛି ଚିନ୍ତାକେବେ ସେ ହଟିବ ଶାନ୍ତି ବିରାଜିବପାଉ ନାହିଁ ଆଦି ଅନ୍ତ।।ଭୋକ ଉପବାସେ ସଢୁଛି ଜନତାଉପାୟ ପାଉନି ଖୋଜିପୃଷ୍ଟିକର ଅବା
କବିତାଏକତା ଦିବସsatya15th June 202115th June 2021 by satya15th June 202115th June 20210631 ଏକତା ଦିବସ ଲୌହ ମାନବଟି ଅଟ ପରା ତୁମେସର୍ଦ୍ଦାର ବଲ୍ଳଭ ଭାଇଲୁହା ପରି ତୁମେ ହୋଇଥିଲ ଛିଡାଭାରତ ସୀମାନ୍ତେ ଯାଇ।।ତୁମେ ଥିଲା ବେଳେ ଶତୃ କମ୍ପୁଥିଲାଭୟରେ କାତର ହୋଇଏବେ ତ ଫୁଟାଣି ଟିପ୍ପଣୀ ରଖୁଛିବାହାସ୍ପୋଟିଆ
କବିତାଜାତୀୟ ଡାକ ସେବା ଦିବସsatya11th June 202111th June 2021 by satya11th June 202111th June 20210667 ଜାତୀୟ ଡାକ ସେବା ଦିବସ – 10 ଅକ୍ଟୋବର—-by ସତ୍ୟ ପ୍ରକାଶ ସେଠୀଆହାକି ସୁନ୍ଦର ମନୋରମ ଶୋଭାଦୀପ୍ତିମୟୀ ତା’ର ଆଭାରସୁଲଗଡ଼ରେ ଆଂଚଳିକ ଡାକପ୍ରଶିକ୍ଷଣକେନ୍ଦ୍ର ଉଭା।। ଭୁବନେଶ୍ୱରର ଉପକଣ୍ଠେ ପୁଣିରାଜଧାନୀ କ୍ଷେତ୍ରେ ଗଣାଏଡିକି ସୁନ୍ଦର ଭବ୍ୟ
କବିତାଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସsatya6th June 20216th June 2021 by satya6th June 20216th June 202101019 International level crossing awareness day – 6th June–by ସତ୍ୟା ପ୍ରକାଶ ସେଠୀରାସ୍ତାରେ ଘଟଣ ଅଘଟଣ କେତେନିତି ଘଟୁ ଅଛି ସତେକେତେ ପରିବାର ଉଜୁଡ଼ି ଯାଉଛିସତର୍କ ହେଉନି ଏତେ।ବାମ କଡେକଡେ ସଡ଼କେ ଚାଲିବାଅଟଇ