କବିତାମ୍ୟୁଜିକ୍ ଦିବସsatya21st June 2020 by satya21st June 202001001 Happy Music Day ଆଜି ପରା ଦିନେ ମ୍ୟୁଜିକ୍ ବଜାଇ ଗାଏ ଜୀବନ ସଙ୍ଗୀତ ପ୍ରଫୁଲ୍ଲତା ଆଣ ମନରେ ତୁମର ଶୁଣି ପ୍ରିୟ ଜନ ଗୀତ।। ଆସ ଆମେ ଆଜି ଗାଇବା ଗୀତରେ ନାଚି
କବିତାଅଜବ ମଣିଷsatya10th June 2020 by satya10th June 202001140 ଗଜବ ଦୁନିଆ By ସତ୍ୟ ପ୍ରକାଶ ସେଠୀ ମଣିଷ ଗୋଟାଏ ଅଜବ ପ୍ରାଣୀ ସେ ଗଜବ ତାହାର ନିଶା ସବୁ କଥାରେ ତ ଅନର୍ଥ କାଢ଼ିବା ଅଟେ ତାର ବଡ଼ ପେଶା।। ପାନରୁ ଖସିଲେ
କବିତାକରୋନାsatya9th June 2020 by satya9th June 20200881 କରୋନା By ସତ୍ୟ ପ୍ରକାଶ ସେଠୀ କରୋନ କାଳରେ ଘୋର ବିପର୍ଯ୍ୟୟ କଳି କାଳ ଉପସ୍ଥିତ ଜୀବନ ସଂଗ୍ରାମ କଷ୍ଟକର ଅତି ସହଜ ହେଉନି ମିତ।। ଯେଣିକି ଚାହିଁବ ତେଣିକି ସଙ୍କଟ ଘୋର ବିତ୍
କବିତାସମୂଦ୍ରsatya9th June 2020 by satya9th June 20200904 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ