କବିତାତୁମକୁ ପଦେ – କହିବି ଭାବୁଛିsatya28th February 20191st March 2019 by satya28th February 20191st March 20190655 ପାକିସ୍ଥାନ ଆଜି ଏକଘରକିଆ ଠିକଣା ପାଉନି ଖୋଜି ଆତଙ୍କବାଦୀ ଯେ ମୂଳପୋଛ ହେବେ ବୁଦ୍ଧି ନିଶ୍ଚେ ଯିବ ହଜି।। ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ ନଳୀ ଗଲାଣି ଯେ ଶୁଖି ବାହାପିଆଙ୍କର ଅଖା
କବିତାବିଶ୍ବାସଘାତକ ଦଳsatya16th February 2019 by satya16th February 20190964 ଭାରତ ସେନାର ମନୋବଳ କେବେ ନା ଥିଲା ନା ଅଛି କମି ଯେତେ ତୁମେ କର ଛଳ କପଟଟି ତୁମକୁ ମିଲୁନି ଭୂମି।। 1 ବିଶ୍ଵାସଘାତକ ଦଳ ପରା ତୁମେ ତୁମକୁ ମିଳୁନି ମୁକ୍ତି
କବିତାଭଲ ପାଇବାଟି ବଳୀsatya12th February 201913th February 2019 by satya12th February 201913th February 20190901 ଭଲ ପାଇବା ଏକ ଅବଲମ୍ବନ ——-by ସତ୍ୟ ପ୍ରକାଶ ସେଠୀ ଭଲ ପାଇବା ଯେ ଅମାପ ତା’ ଶକ୍ତି କେ ଅଛି ପାରିବ କଳି ଭଲ ପାଇବାଟି ଥିଲେ ପରା ଦିନେ ନିଶ୍ଚୟ ତୁଟିବ
କବିତାମାଆ ସରସ୍ଵତୀsatya10th February 2019 by satya10th February 20190939 ଆହେ ହଂସାରୁଢା ବିଦ୍ୟା ପ୍ରଦାୟିନୀ ବିଦ୍ୟାର ଭଣ୍ଡାର ପରା ଜ୍ଞାନ ବିଦ୍ୟା ବୁଦ୍ଧି ନଦେଲେ ଟିକିଏ ମୁଁ ଯେ ମୂର୍ଖ ମଧ୍ୟେ ଗଣା।। 1 ମାଆ ସରସ୍ଵତୀ ତ୍ରିଦେବୀ ମଧ୍ୟରୁ ଅଟୁ ତୁ ଯେ
କବିତାଗୋଲାପ ଦିବସsatya7th February 2019 by satya7th February 20190926 ଗୋଲାପ ଦିବସ ଭଲ ପାଇବାର ବାର୍ତ୍ତାଟି ଧାରଣ କରି ବରଷକେ ଥରେ ଆସିଥାଏ ପରା ହୃଦେ ପ୍ରେମ ଭାବ ଭାରି।।1 ହେଲେ ପ୍ରେମ ଆଉ ଭଲ ପାଇବାଟା ସେତେ ଯେ କରୁନି କାମ ଛଳନା