କବିତାମୋ ଦୋଷେ ମୁଁ ଯେ କାରଣsatya26th October 201826th October 2018 by satya26th October 201826th October 20180799 ଜଗତର ନାଥ ଆହେ ଜଗନ୍ନାଥ ହାତ ଗୋଡ଼ ତୋର ନାହିଁ ଗଣ୍ଡିଟା ଧରିଛୁ ଡିମା ଡିମା କରି ଆଖିରେ ରହିଛୁ ଚାହିଁ।।1 ଦୁର୍ନୀତି ଅନୀତି ରୋଧୀବାକୁ ବଳ କେଣେ ଗଲା କି ତୋହର ଦେଖୁ
ଗଳ୍ପଅଭାବେ ସ୍ଵଭାବ ନଷ୍ଟsatya24th October 201818th November 2018 by satya24th October 201818th November 20180826 ଅଭାବେ ସ୍ଵଭାବ ନଷ୍ଟ ——by ସତ୍ୟ ପ୍ରକାଶ ସେଠୀ ଆର୍ଥିକ ଅଭାବ ଅନାଟନ ମଣିଷର ଦୁର୍ଗତି ତଥା ଅବକ୍ଷୟ ପାଇଁ କାରଣ ହୋଇ ସବୁବେଳେ ଛିଡା ହୁଏ। ଲୋକେ ଅଭାବ ଅସୁବିଧାରେ ପଡି ନିଜର
ଗଳ୍ପଅଢେଇ ଫୁଟିଆ ମଞ୍ଚsatya23rd October 20182nd November 2018 by satya23rd October 20182nd November 20180979 ଅଢେଇ ଫୁଟିଆ ମଞ୍ଚ —–by ସତ୍ୟ ପ୍ରକାଶ ସେଠୀ ଆମର ଆଜ୍ଞା ଗୋଟାଏ ସାଂସ୍କୃତିକ ଓ ସାମାଜିକ କ୍ରିୟାନୁଷ୍ଠାନ କମିଟି ଅଛି। ଭାରି ଭଲ ଅନୁଷ୍ଠାନ ।ପ୍ରତି ବର୍ଷ କିଛି ନା କିଛି ସାମାଜିକ
ଗଳ୍ପଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣsatya22nd October 201818th November 2018 by satya22nd October 201818th November 201819 953 ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ? —–by ସତ୍ୟ ପ୍ରକାଶ ସେଠୀ ——————++++————– ଭାଗ୍ଯଧର ବାବୁ ପେଶାରେ ଜଣେ କିରାଣୀ। କିରାଣୀ ଜୀବନରେ ସ୍ଵଳ୍ପ ବେତନକୁ ପାଥେୟ କରି ସଂସାରଯାକର
ଗଳ୍ପବୁଢା ସାଙ୍ଗକୁ ଟୋକା ପ୍ରୀତିsatya20th October 201813th November 2018 by satya20th October 201813th November 201801033 ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି ——–by ସତ୍ୟ ପ୍ରକାଶ ସେଠୀ ଶଶି କାନ୍ତ ବାବୁ, ବୟସ ସତୁରି-ରିଟାର୍ଡ ପ୍ରଫେସର।ପୂରା ନାମ ଶଶୀକାନ୍ତ ଦାସ। ପିଲାମାନେ ସମସ୍ତେ ବିଦେଶରେ। କେବେ କେବେ ବର୍ଷେ ଛଅ ମାସରେ
ଗଳ୍ପସାହିତ୍ୟିକ ଧୀର ବାବୁ ଏକ ଆକଳନsatya20th October 20182nd December 2018 by satya20th October 20182nd December 20180820 ସାହିତ୍ୟିକ ଧୀର ବାବୁ ଏକ ଆକଳନ —–by ସତ୍ୟ ପ୍ରକାଶ ସେଠୀ ଆମ ଏଇ ଧୀର ବାବୁ, ଆମ ପାଖ ପଡ଼ୋଶୀ। ଆମ କଲୋନୀରେ ରହନ୍ତି। ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ବଭାବସିଦ୍ଧ ତାଙ୍କ ଚେହେରା। ଲୋକଟି ଗୁଣୀକର।
ଗଳ୍ପଫୁସିଆ ମାଆsatya19th October 201823rd November 2018 by satya19th October 201823rd November 201801123 ଫୁସିଆ ମାଆ ——by ସତ୍ୟ ପ୍ରକାଶ ସେଠୀ ଆଜି ମୁଁ ଭାରି ଏକା। ସ୍ତ୍ରୀ ବାପ ଘରକୁ , ଛୁଆ ମାମୁଁ ଘରକୁ – ଯାଇଛନ୍ତି। ଅବଶ୍ୟ ସାଙ୍ଗରେ ଯିବା ପାଇଁ ସେମାନେ ମୋତେ
ଗଳ୍ପମା’ମଲା ମାମଲା ଫିଟ୍satya16th October 201818th November 2018 by satya16th October 201818th November 20180915 ଦିନେ ଦୁଇ ଭାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡିଥା’ନ୍ତି। ସଞ୍ଜ ନଇଁ ଆସୁଥାଏ, ହେଲେ କେହି କାହାକୁ କିଛି କହୁନଥା’ନ୍ତି। ଉଭୟଙ୍କ ମୁହଁ ଅଲଗା ଅଲଗା ଦିଗକୁ
ପ୍ରବନ୍ଧଅଧ୍ୟୟନ ଓ ଅଧ୍ୟବସାୟsatya15th October 201815th October 2018 by satya15th October 201815th October 201801415 ଅଧ୍ୟବସାୟୀ ଓ ଅଧ୍ୟବସାୟ ——by ସତ୍ୟ ପ୍ରକାଶ ସେଠୀ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ବୈଭବ। ଦିନ ଥିଲା ଶିକ୍ଷା ଓ ସଭ୍ୟତା ମଣିଷକୁ ଛୁଇଁ ପାରିନଥିଲା। ଜଙ୍ଗଲରୁ ଫଳ ମୂଳ
ଗଳ୍ପଏକ ଆଧ୍ୟତ୍ମିକ ଦ୍ୟୋତନାsatya14th October 2018 by satya14th October 20180843 ଟେରୁ ସରଳ ତରଳ ପିଲାଟିଏ। ମଣିଷ କୂଳରେ ତା’ର ଜନ୍ମ୍। ବହୁ ଲୋକଙ୍କ ପରି ତା’ ମନରେ ମଧ୍ଯ ପ୍ରଶ୍ନ। ସୃଷ୍ଟିର ରହସ୍ୟକୁ ନେଇ କିଛିଟା ଅନୁସନ୍ଧିତ୍ସୁ । ମନରେ କୌତୁହଳ, ଜାଣିବାର ଇଚ୍ଛା,