କବିତାଆହେ ମହାବାହୁsatya11th May 2019 by satya11th May 20190619 ଆହେ ମହାବାହୁ! —-by ସତ୍ୟ ପ୍ରକାଶ ସେଠୀ ଆହେ ମହାବାହୁ କାଳିଆର ଭୁଜ କାହିଁକି ଏମିତି ହେଉ ଭଲେ ମନ୍ଦେ ମୋର ହେଉ ନାହୁଁ ସାହା ଦେଖାଉଛୁ ଭାରି ଭାଉ।। 1 ମୁଁ କିନ୍ତୁ
କବିତାମୋ ଦୋଷେ ମୁଁ ଯେ କାରଣsatya26th October 201826th October 2018 by satya26th October 201826th October 20180775 ଜଗତର ନାଥ ଆହେ ଜଗନ୍ନାଥ ହାତ ଗୋଡ଼ ତୋର ନାହିଁ ଗଣ୍ଡିଟା ଧରିଛୁ ଡିମା ଡିମା କରି ଆଖିରେ ରହିଛୁ ଚାହିଁ।।1 ଦୁର୍ନୀତି ଅନୀତି ରୋଧୀବାକୁ ବଳ କେଣେ ଗଲା କି ତୋହର ଦେଖୁ
କବିତାକରିଦେ ଲାଘବsatya27th August 201827th August 2018 by satya27th August 201827th August 20180916 ଜୀବନ ତମାମ କେତେ ଯେ କଷଣ ସବୁ ପରା ସେ ସହିଛି କାହାକୁ ଦେଇନି ଦୁଃଖ ମୁଁ କହିନି ସୁଖ ବାଣ୍ଟି ଯେ ଥକିଛି।। 1 ତଥାପି ମେଣ୍ଟିନି ମୋଠୁଁ ପ୍ରାପ୍ତି ଆଶା ପଳ ପଳ