ଗଳ୍ପଶତ ପତ୍ନୀକsatya25th July 2019 by satya25th July 20190777 ରାୟ ବାହାଦୁର ବୋଲି ଗୋଟେ ଲୋକ ନୀଳଗିରିରେ ରହୁଥାଏ। ସେ ପ୍ରାକ୍ ସ୍ଵାଧୀନତା ଯୁଗର ଲୋକ। ଭାରି ପାଠୁଆ। ବ୍ରିଟିଶ ଅମଳର ପଢ଼ା। ସେ ସାତଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ଇଂରାଜୀ କହିବେ