Bookଶତ ପତ୍ନୀକ ଗଳ୍ପଗୁଚ୍ଛsatya27th July 201913th August 2019 by satya27th July 201913th August 201901656 କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ,
Bookଗାଁରୁ ସିନେଟ୍ ଯାଏଁ ପୁସ୍ତକsatya16th July 2019 by satya16th July 20190725 ଉତ୍ସର୍ଗ ——– ମୋ ବଡ଼ ଭଉଣୀ – ମାନେ କମଳା ଦେଇ, ଜଣେ ସରଳ ନିଷ୍କପଟ ମଣିଷ ଭବରେ ବେଶ୍ ଜଣାଶୁଣା। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲି ସେ ହୋଇଥିଲା ପରଘରୀ। ତେଣୁ
Bookବିଶେଷ ବିଶେଷତା ପୁସ୍ତକsatya12th July 201915th July 2019 by satya12th July 201915th July 20190985 ଉତ୍ସର୍ଗ ——– ଆମେ ଦୁଇ ଭାଇ ଓ ତିନି ଭଉଣୀ ବାପାମାଆଙ୍କର କ୍ରୋଡମଣ୍ଡନ କରି ଜନ୍ମ୍ ହୋଇଥିଲେ ହେଁ ମୋର ସବୁଠାରୁ ପ୍ରିୟ, ମୋର ପ୍ରିୟ ଭଉଣୀ- ମୋ ମଝିଆ ଭଉଣୀ, ମାନେ- ବିମଳା
Bookବିଚିତ୍ର ବର୍ଣ୍ଣାଳୀ ପୁସ୍ତକsatya10th July 201910th July 2019 by satya10th July 201910th July 201901120 ଅଳ୍ପ କଥା ———— କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା,
Bookମନ ପାରା ପୁସ୍ତକ ସଂକଳନsatya5th July 20195th November 2019 by satya5th July 20195th November 201901782 ଉତ୍ସର୍ଗ ——– ମୋତେ ସାହିତ୍ୟର ସାଧନା ଓ ମାତୃଭାଷାର ପୂଜା କରିବା ପାଇଁ ପ୍ରେରଣା ଟିକକ ମିଳିଥିଲା ଠିକ୍ ଯେଉଁଦିନ ସରଳ ଶିଶୁର ତରଳ ମନ ନେଇ ମୁଁ ଆମ ପରିବାରର ପରମ ଆରାଧ୍ୟା