କବିତାବୈକୁଣ୍ଠନାଥsatya31st May 2020 by satya31st May 20200766 କେଣେ ଗଲ ଚାଲି By ସତ୍ୟ ପ୍ରକାଶ ତୁମେ ବୈକୁଣ୍ଠଜୀ କେଣେ ଗଲ ଆଜି ଖୋଜି ପାଉ ନାହିଁ କାହିଁ ଏଡିକି ସରଳ ନିଷ୍କପଟ ଜନ ଦେଖି ନାହିଁ କେବେ ମୁହିଁ।। ନୀରବରେ ତୁମେ
କବିତାସାବିତ୍ରୀsatya22nd May 2020 by satya22nd May 202001005 ଠୋକନ୍ତିby ସତ୍ୟ ପ୍ରକାଶ ସେଠୀ ମୁଁ ବି ତ ସାବିତ୍ରୀ ରଖିଥିଲି ଦିନେ ଉପବାସ ବ୍ରତ କେତେ କାହିଁକି ଈଶ୍ଵର ଦଣ୍ଡିଲେ ଯେ ମୋତେ କିଏ ସେ କହିବ ସତେ।। ଏମିତିକା ପ୍ରଭୁ ଦେଖିଛ
କବିତାତୁମରି ସାନ୍ନିଧ୍ୟ ବଡ଼satya27th November 2019 by satya27th November 20192 972 ତୁମରି ସାନ୍ନିଧ୍ୟ ବଡ଼ By ସତ୍ୟ ପ୍ରକାଶ ସେଠୀ ସାଇ ତୁମେ ସଦା ରହସ୍ୟ ଘେରରେ ଖୋଜିଲେ ମିଳନା କାହିଁ ଖୋଜିଛି ତୁମକୁ କେତେ ଆଡ଼େ ହୋଇ କେଉଁଠି ପାଇଲି ନାହିଁ।। ମାନବବାଦର ଜୟଗାନ
କବିତାତୁମେ ଏ ନାଟକେ…satya27th November 2019 by satya27th November 20190879 ତୁ ଏଇ ନାଟକେ… By ସତ୍ୟ ପ୍ରକାଶ ସେଠୀ ତୁ ଏଇ ନାଟକେ ମହାନ ନାୟକ ମୁଁ ଗୋଟେ କଳାକାର ତୁମ ଅଭିନୀତ ନାଟକରେ ମୋର ଭୂମିକାଟି କିନ୍ତୁ କ୍ଷୁଦ୍ର।। ତୁମେ ନାଟ୍ୟକାର ପୁଣି
କବିତାଗୃହ ପ୍ରବେଶsatya27th November 2019 by satya27th November 20190865 ଗୃହ ପ୍ରବେଶ —-by ସତ୍ୟ ପ୍ରକାଶ ସେଠୀ ଉଦଘାଟନର ଉତ୍ସବଟି ସତେ ବହୁ ପ୍ରତୀକ୍ଷିତ ଥିଲା ମାସ ମାସ କରି ବରଷ ଗୋଟାକ କେତେବେଳେ ବିତିଗଲା।। ଯାହା ବି ହେଉ ସେ ଏଥରକ ଆମ
କବିତାଆଶୟsatya23rd November 2019 by satya23rd November 20190754 ଆଶୟ By ସତ୍ୟ ପ୍ରକାଶ ସେଠୀ ସ୍ତ୍ରୀରି ଛୁଆ ପିଲା ହେଲେଣି ଖପ୍ପା ଘରେ କେଟେ କେଟେ ନିତି ସମୟଟା ଯାଏ କେଉଁ ବାଟେ ଚାଲି ହିସାବ ପରେନି ରଖି।। ଲେଖିଲେ କି ଆବା
କବିତାନିରୁତ୍ତରିତ ପ୍ରଶ୍ନsatya16th November 2019 by satya16th November 20190718 ନିରୁତ୍ତରିତ ପ୍ରଶ୍ନ By ସତ୍ୟ ପ୍ରକାଶ ସେଠୀ ବଡ଼ ନିରର୍ଥକିଆ ପ୍ରଶ୍ନଟାଏ ପଚାରିଲେ ଉତ୍ତର ହଁ – ନା ତେଣୁ ସେ ତ ସନ୍ତୁଷ୍ଟି ମିଳେନା ଖାଲି ସିନା ଗୁଡାଇ ତୁଡାଇ ମନ ଦହେ
କବିତାମୁଁ କାଁ ଭଲ ପାଏsatya16th November 2019 by satya16th November 20190738 ମୁଁ କାଁ ଭଲ ପାଏ —-by ସତ୍ୟ ପ୍ରକାଶ ସେଠୀ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ୱକୁ ତା’ର ଆନ୍ତରିକତାପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମନଖୋଲା ମିଠା ସିଠା କେଇ
କବିତାବାଃ ରେ ଦୁନିଆ ତୁ ଭାରି ବଢିଆsatya14th November 2019 by satya14th November 20190688 ମୁଁ ସମସ୍ତଙ୍କୁ ଭଲ ପାଏ ବୋଲି ତୁମକୁ ତ ଏତେ ଭଲ ପାଉଛି ଯେଣୁ ମୋ ଭଲ ପାଇବା ପଣିଆଟା ମୋତେ ଭଲ ପାଇବା ଶିଖାଇଛି ତା ବୋଲେ ମୋତେ ସନ୍ଦେହ କରିବ ସେଇ
କବିତାବଞ୍ଚିବାକୁ ମୁଁ ଜୀବନ ବୁଝେsatya14th November 2019 by satya14th November 20190650 ପ୍ରତ୍ୟେହ ଏଠି କାହାଣୀ ନୂଆ ନୂଆ ଜୀବନଟା ଲାଗେ ଭାରି ଅଧା ଅଧା ତଥାପି ବଞ୍ଚିବାର ମୋହ ଭିଡ଼ି କି ଧରେ ଜୀବନଟା ମୁଁ ବାଜି ଲଗାଇ ଖେଳେ ସୁଖ ହେଉ ଅବା ଦୁଃଖ