କବିତାକେହି ଦେଲେ ନାହିଁ ମୂଲsatya14th November 2019 by satya14th November 20190637 କେହି ଦେଲେ ନାହିଁ ମୂଲ ——by ସତ୍ୟ ପ୍ରକାଶ ସେଠୀ ଜୀବନ ତମାମ କେତେ ଯେ ଖଟିଲି କେହି ଦେଲେ ନାହିଁ ମୂଲ ନିଜର ବୋଲିଣ ଯାହାକୁ ମଣିଲି ସବୁ କି ଦୁରେଇ ଗଲ।।
କବିତାସାଇ କୃପାsatya31st October 20198th November 2019 by satya31st October 20198th November 20190750 1.ସାଇଙ୍କୁ ପାଇଲି ନାହିଁ .. ସାଇ ସାଇ ବୋଲି ପଡ଼ିଛି ଚହଳ ସାଇଙ୍କୁ ପାଇଲି ନାହିଁ ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି ଦୁଃଖ ଟିକେ ଯାଉ ନାହିଁ।। କେମିତି ଯାପିବି ଜୀବନ ତମାମ ଦୁଃଖ
କବିତାଭୁଲ କି ଭୁଲsatya31st October 2019 by satya31st October 20190771 ଭୁଲ କି ଭୁଲ?…. ଭୁଲ କରି ଥିବା ଲୋକ କେବଳ ହିଁ ଭୁଲ କ’ଣ ଜାଣିଥାଏ ତେଣୁ ତ ସଫଳ ସେହି ଏକା ବ୍ୟକ୍ତି ଭୁଲ ଯିଏ କରିଥାଏ।। ଯେତେ ଯେତେ ବଡ଼ ମହିମାମଣ୍ଡିତ
କବିତାଆଜି ସବୁଠାରୁ ବଳୀsatya30th October 2019 by satya30th October 20190895 “ଆଜି” ସବୁଠାରୁ ଗୁରୁତ୍ୱପୂର୍ଣ୍ଣଟି ଅଟେ ଆମ ଜୀବନର “ଅତୀତ” ସୁନ୍ଦର ହେଲେ ହୋଇ ପାରେ “ଭବିଷ୍ୟତ” ଅନ୍ଧକାର।। 0 ଜୀବନ ଅଳିକ ଆବାହମାନରୁ ଏହାହିଁ ତ ଧ୍ରୁବ ସତ୍ୟ ତେଣୁ ବୁଝି କେହି ନିୟନ୍ତ୍ରଣ
କବିତାବିଦେଶଗତାଙ୍କୁ କହିବା କି ପଦେsatya27th October 2019 by satya27th October 20190664 ବିଦେଶ ମାଟିରେ ରହିଲେ କି ହେବ ଓଡ଼ିଆଙ୍କ ରୀତି ନୀତି ପାଳୁଥିବା ସଦା ମନରେ ରଖିଣ ଓଡ଼ିଆଣୀ ଘର ପ୍ରୀତି।।0 ଭୁଲିଗଲେ ବନ୍ଧୁ ଚଳିବନି ଜମା ରଖିବା ନିଜ ସଂସ୍କୃତି ଏକଥାଟି ସଦା ହେଜି
କବିତାଦୀପାବଳୀsatya27th October 2019 by satya27th October 20190762 ଦୀପାବଳୀ ଆଜି ଅମାବାସ୍ୟା ତିଥି ପାଳିତ ହେବରେ ଏଠି ଜଳିବ ଦୀପାଳି ଲାଗିବ ଉତ୍ସବ ହେବ ବାଣ ଫୁଟାଫୁଟି।। 0 ପିଲାଏ କରିବେ ନିଆଁ ଗୋଳ କେତେ ଖୁସିର ପରବ ପାଳି ଯଗାରଖା ଟିକେ
କବିତାଲକ୍ଷ୍ମୀ ପୂଜାsatya14th October 2019 by satya14th October 20190652 ବରଷକେ ଥରେ ଆସିଛିରେ ଭାଇ ଢେଙ୍କାନାଳେ ଭିଡ଼ ଭାରି ଭକ୍ତମାନେ ପରା ଉତ୍ସବ ପାଳନ୍ତି ମନେ ଉଦ୍ଦୀପନା ଭରି। ।0 ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା ବିଷ୍ନୁଙ୍କର ଯେ ଘରଣୀ ରତ୍ନ ଭଣ୍ଡାରଟି
କବିତାକୁମାର ପୂର୍ଣ୍ଣିମାsatya14th October 201916th October 2019 by satya14th October 201916th October 20190786 କୁମାର ପୂର୍ଣ୍ଣମୀ —————– ଶରଦ ପୂର୍ଣିମା ଫସଲ ଅମଳ ଉତ୍ସବଟି ସର୍ବ କାଳେ ବର୍ଷା ରୁତୁ ଶେଷେ ଆଶ୍ୱିନ ମାସରେ ପୂର୍ଣିମା ତିଥିରେ ପାଳେ।। 0 କୁଆଁରୀ ଝିଅ ତ କୁମାର ସକାଶେ ଉପବାସ
କବିତାମୋତେ କିଆଁ ଏତେ ଘାଣ୍ଟୁଛୁsatya25th July 2019 by satya25th July 20190656 ମୋର ଶକ୍ତି ନାହିଁ ବୋଲି ଏତେ ତୋତେ ତ କରୁଛି ବିଶ୍ବାସ ମୁଁ ଧର୍ମ କଅଣ ଜାଣିଛି ଜାଣିଛି ପୁଣି କର୍ମ ଅକର୍ମ ହେଲେ ମୋର ହୃଦେ ବସି ଦେଉ ଯେଉଁ ନିର୍ଦ୍ଦେଶ ବିନା
କବିତାବନ୍ଧୁsatya25th July 2019 by satya25th July 20190808 ବନ୍ଧୁ ——by ସତ୍ୟ ପ୍ରକାଶ ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ ତା’ର ମିଠା ମିଠା କେଇପଦ କଥାକୁ ଦୁଃଖ ଅବା ସୁଖରେ ତା