କବିତାବିଦେଶଗତାଙ୍କୁ କହିବା କି ପଦେsatya27th October 2019 by satya27th October 20190626 ବିଦେଶ ମାଟିରେ ରହିଲେ କି ହେବ ଓଡ଼ିଆଙ୍କ ରୀତି ନୀତି ପାଳୁଥିବା ସଦା ମନରେ ରଖିଣ ଓଡ଼ିଆଣୀ ଘର ପ୍ରୀତି।।0 ଭୁଲିଗଲେ ବନ୍ଧୁ ଚଳିବନି ଜମା ରଖିବା ନିଜ ସଂସ୍କୃତି ଏକଥାଟି ସଦା ହେଜି