Satya Prakash
କବିତା

ଲକ୍ଷ୍ମୀ ପୂଜା


ବରଷକେ ଥରେ ଆସିଛିରେ ଭାଇ
ଢେଙ୍କାନାଳେ ଭିଡ଼ ଭାରି
ଭକ୍ତମାନେ ପରା ଉତ୍ସବ ପାଳନ୍ତି
ମନେ ଉଦ୍ଦୀପନା ଭରି। ।0
ଲକ୍ଷ୍ମୀ ମାତା ଯେଣୁ ସିନ୍ଧୁ ରାଜକନ୍ୟା
ବିଷ୍ନୁଙ୍କର ଯେ ଘରଣୀ
ରତ୍ନ ଭଣ୍ଡାରଟି ତାହଙ୍କ ହାତରେ
ସେ ତ ଲକ୍ଷ୍ମୀ ଠାକୁରାଣୀ।। 1
ଶ୍ରଦ୍ଧାରେ ପୂଜିଲେ ବର ଯେ ମିଳଇ
ଧନ ଧାନ୍ୟେ ହୁଏ ଭରା
ଶ୍ରଦ୍ଧାଳୁ ତେଣୁ ତ ଭିଡ଼ ଜମାନ୍ତି ଯେ
ମିଷ୍ଟାନ୍ନ ବାଣ୍ଟନ୍ତି ପରା।। 2
ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
ଢେଙ୍କାନାଳ
Happy Laxmi puja

Related posts

ଜାତୀୟ ଡାକ ସେବା ଦିବସ

satya

ଘଞ୍ଚ ବନାନୀ

satya

କୂଅ ଓ ବେଙ୍ଗ

satya

Leave a Comment

Login

X

Register