କବିତାବଞ୍ଚିବାକୁ ମୁଁ ଜୀବନ ବୁଝେsatya14th November 2019 by satya14th November 20190647 ପ୍ରତ୍ୟେହ ଏଠି କାହାଣୀ ନୂଆ ନୂଆ ଜୀବନଟା ଲାଗେ ଭାରି ଅଧା ଅଧା ତଥାପି ବଞ୍ଚିବାର ମୋହ ଭିଡ଼ି କି ଧରେ ଜୀବନଟା ମୁଁ ବାଜି ଲଗାଇ ଖେଳେ ସୁଖ ହେଉ ଅବା ଦୁଃଖ