Satya Prakash
କବିତା

ଦୀପାବଳୀ

ଦୀପାବଳୀ ଆଜି ଅମାବାସ୍ୟା ତିଥି
ପାଳିତ ହେବରେ ଏଠି
ଜଳିବ ଦୀପାଳି ଲାଗିବ ଉତ୍ସବ
ହେବ ବାଣ ଫୁଟାଫୁଟି।। 0
ପିଲାଏ କରିବେ ନିଆଁ ଗୋଳ କେତେ
ଖୁସିର ପରବ ପାଳି
ଯଗାରଖା ଟିକେ କରୁଥିବା ଆମେ
ମିଛେ ନାଇଁ କଲା ଭଳି।। 1
ମିଷ୍ଟାନ୍ନ ବାଣ୍ଟିବା ସଖା ପରିଜନେ
ମଙ୍ଗଳ କାମନା କରି
ଭେଦଭାବ ସବୁ ଭୁଲି ଯାଅ ବନ୍ଧୁ
ମନରେ ଗର୍ବ ନଧରି।। 2
By ସତ୍ୟ ପ୍ରକାଶ ସେଠୀ

Related posts

କୂଅ ଓ ବେଙ୍ଗ

satya

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

ବାର୍ଷିକୋତ୍ସବ

satya

Leave a Comment

Login

X

Register