Satya Prakash
କବିତା

ଦେବା କି ଏମିତି ପାନେ

ଦେବା କି ପାନେ
—–by ସତ୍ୟ ପ୍ରକାଶ ସେଠୀ
କେଉଁଠି ଥିଲେ ଯେ ଧୋବ ଧୋବଲିଆ
ଗାଆଁକୁ ଆସନ୍ତି ନାଇଁ
ଦିନେ କାଳେ କେବେ ଦେଖା ନ ଥିଲା ତ
ଏବେ କୁହେ ତୁ ମୋ ସାଇଁ।। 1
ହେଲେ ଆମେ କହୁ ଧର ନା ଭୋଟ ନାଁ
ଦେଇଦେ ମୁହଁରେ ତୁଣ୍ଡି
ଆଉ ବେଳେ କେବେ ଆସ ତୁମେ ଦେଖି
ଭାବୁ ବେଳ କାଳ ଉଣ୍ଡି।। 2
ଠଗ ଦଳିଆକୁ ଦେବା କି ଏମିତି
ହାବୁଡ଼େ ପଡ଼ିଛି ଯେବେ
ଅଖା ଧୋଉଥିବେ ଗୁଣ ଗାଉଥିଲେ
ଘୂରି ସାରି ହେଉଥିବେ?

Related posts

କିଛି ଜାଣ ନାହିଁ ତାତ

satya

ଭଲ ପାଇବାଟି ବଳୀ

satya

କମ୍ ତି by satya prakash sethy

satya

Leave a Comment

Login

X

Register