Satya Prakash
କବିତା

ମିଠା ପଦ sweet talk sweet well

ବନ୍ଧୁ ହିଁ ଜୀବନ

ସଖା ସହଚର।

ଭଲମନ୍ଦ ସାଥୀ

ଦୁଃଖ କଷ୍ଟ ହାରି।।

ତଥାପି ବୁଝାଇ

ହୁଏ ନା ସେ ମନ।

ଦୁନିଆଟା ଏଠି

ବଡ଼ ବେଇମାନି।।

ତେବେବି ଆଶ୍ୱସ୍ତି

ଲାଗେ ଯେବେ କେହି।

କହି ଦିଏ ଖାଲି

ମିଠା ପଦେ ବୋଳି।।

 

Related posts

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

ଗୁପ୍ତ ଗାଥା by satya prakash

satya

ଆଜି ସବୁଠାରୁ ବଳୀ

satya

Leave a Comment

Login

X

Register